ଗାନ୍ଧୀନଗର: ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ତଥା ସ୍ବାସ୍ଥ୍ଯମନ୍ତ୍ରୀ ନିତିନ ପଟେଲ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେ ସଂକ୍ରିମିତ ବୋଲି ଜଣା ପଡିବା ପରେ ତାଙ୍କୁ ଚିକିତ୍ସା ପାଇଁ ଜାତିସଂଘ ମେହେଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଚିନ୍ତାଜନକ ବିଷୟ ହେଉଛି ସେ ଆଜି ସକାଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଗୁଜୁରାଟ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କୋରୋନା, ଆଜି ଅମିତ ଶାହାଙ୍କ ସହ କାର୍ଯ୍ୟକ୍ରମରେ ହୋଇଥିଲେ ସାମିଲ - gujurat Health Minister tested possitive
ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନିତିନ ପଟେଲ କୋରୋନାରେ ଆକ୍ରାନ୍ତ । ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ...
ଗୁଜୁରାଟ ସ୍ବାସ୍ଥ୍ୟମନ୍ତ୍ରୀ କୋରୋନା ଆକ୍ରାନ୍ତ, ସକାଳେ ଗୃହନମନ୍ତ୍ରୀ ଅମିତ ଶାହଙ୍କ ସହ ଏକ କାର୍ଯ୍ୟକ୍ରମରେ ହୋଇଥିଲେ ସାମିଲ
ଏକ ସାଧାରଣ ସଭାରେ ଯୋଗ ଦେଇଥିବାବେଳେ ତାଙ୍କ ସହ ଅନେକ ଲୋକ ସଂଷ୍ପର୍ଶରେ ଆସିଥିବା ଯୋଗୁ ସଂକ୍ରମଣ ଆଶଙ୍କା ମଧ୍ୟ ବୃଦ୍ଧି ପାଇବା ନେଇ ଆଶଙ୍କା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ