ମୁମ୍ବାଇ: ମୁମ୍ବାଇ ବର୍ସୋବା ଏଲପିଜି ସିଲିଣ୍ଡର ଗୋଦାମରେ ଭୟଙ୍କର ବିସ୍ଫୋରଣ । ତେବେ ଅନ୍ଧେରୀର ୟାରି ରୋଡରେ ଥିବା ଏକ ଏଲପିଜି ସିଲିଣ୍ଡର ଗୋଦାମରେ ବୁଧବାର ସକାଳୁ ନିଆଁ ଲାଗିଥିଲା । ଏହି ବିସ୍ଫୋରଣରେ ୪ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନଗର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ମୁମ୍ବାଇ ଏଲପିଜି ସିଲିଣ୍ଡର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, 4 ଗୁରୁତର - cylinder storage godown on Yari Road in Andheri
ମୁମ୍ବାଇ ଅନ୍ଧେରୀର ୟାରି ରୋଡରେ ଥିବା ବର୍ସୋବା ଏଲପିଜି ସିଲିଣ୍ଡର ଗୋଦାମରେ ଭୟଙ୍କର ବିସ୍ଫୋରଣ । ତେବେ ଏହି ବିସ୍ଫୋରଣରେ ୪ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନଗର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ...
![ମୁମ୍ବାଇ ଏଲପିଜି ସିଲିଣ୍ଡର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, 4 ଗୁରୁତର ମୁମ୍ବାଇ ଏଲପିଜି ସିଲିଣ୍ଡର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, 4ଗୁରୁତର](https://etvbharatimages.akamaized.net/etvbharat/prod-images/768-512-10567364-thumbnail-3x2-cylinder.jpg)
ମୁମ୍ବାଇ ଏଲପିଜି ସିଲିଣ୍ଡର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, 4ଗୁରୁତର
ମୁମ୍ବାଇ ଏଲପିଜି ସିଲିଣ୍ଡର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, 4ଗୁରୁତର
ଗୋଦାମରେ ନିଆଁ ଲାଗିବା ପରେ ଅନେକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଯାହାଫଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ୧୬ ଟି ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଏବେ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରିନାହିଁ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ