ଓଡିଶା

odisha

ETV Bharat / bharat

ପୂର୍ବତନ କେନ୍ଦ୍ରମନ୍ତ୍ରୀ କ୍ୟାପ୍ଟେନ ସତୀଶ ଶର୍ମାଙ୍କ ପରଲୋକ - ସତୀଶ ଶର୍ମା ପରଲୋକ

ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସତୀଶ ଶର୍ମାଙ୍କ ପରଲୋକ । 73 ବର୍ଷୀୟ ଶର୍ମା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ବେଶ ନିକଟତର ଥିଲେ । ଅଧକ ପଢନ୍ତୁ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ କ୍ୟାପ୍ଟେନ ସତୀଶ ଶର୍ମାଙ୍କ ପରଲୋକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କ୍ୟାପ୍ଟେନ ସତୀଶ ଶର୍ମାଙ୍କ ପରଲୋକ

By

Published : Feb 17, 2021, 10:46 PM IST

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ କ୍ୟାପ୍ଟେନ ସତୀଶ ଶର୍ମାଙ୍କ ପରଲୋକ ଘଟିଛି । ବୁଧବାର ଗୋଆରେ କ୍ୟାପ୍ଟେନ ସତୀଶ ଶର୍ମାଙ୍କର ଦେହାନ୍ତ ହୋଇଛି । ସତୀଶ ଦୀର୍ଘ ଦିନ ଧରି ଅମେଠି ଲୋକସଭା କ୍ଷେତ୍ରରେ ଗାନ୍ଧୀ ପରିବାରର ପ୍ରତିନିଧି ରହିଥିଲେ ।

73 ବର୍ଷୀୟ ଶର୍ମା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବେଶ ନିକଟତର ଥିଲେ । ଶର୍ମା ଜାନୁଆରୀ 1993ରୁ 1996 ପର୍ଯ୍ୟନ୍ତ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ରହିଥିଲେ । ଏହା ସହ ସେ ସଂସଦୀୟ କମିଟିର ସଦସ୍ୟ ମଧ୍ୟ ରହିଛନ୍ତି ।

ABOUT THE AUTHOR

...view details