ଓଡିଶା

odisha

ETV Bharat / bharat

Snowfall In J&K: ଶ୍ରୀନଗରରେ ବିମାନ ଚଳାଚଳ ପ୍ରଭାବିତ - ଶ୍ରୀନଗରରେ ବିମାନ ଚଳାଚଳ ପ୍ରଭାବିତ

ଲଗାଣ ବର୍ଷା ଓ ତୁଷାରପାତ ହେତୁ ବିମାନ ଚଳାଚଳ ପ୍ରଭାବିତ । ଶ୍ରୀନଗର ବିମାନ ବନ୍ଦରରୁ ବିମାନ ଚଳାଚଳ ବିଳମ୍ବିତ ହେବା ନେଇ ସୂଚନା ମିଳିଛି । ଏନେଇ ଶ୍ରୀନଗର ବିମାନ ବନ୍ଦର ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ

flights at Srinagar Airport delayed due to snowfall in jammu and kashmir
ତୁଷାରପାତ ଯୋଗୁଁ ଶ୍ରୀନଗରରେ ବିମାନ ଚଳାଚଳ ପ୍ରଭାବିତ

By

Published : Jan 8, 2022, 12:03 PM IST

ଶ୍ରୀନଗର:ଲଗାଣ ବର୍ଷା ଓ ତୁଷାରପାତ ହେତୁ ବିମାନ ଚଳାଚଳ ପ୍ରଭାବିତ । ଶ୍ରୀନଗର ବିମାନ ବନ୍ଦରରୁ ବିମାନ ଚଳାଚଳ ବିଳମ୍ବିତ ହେବା ନେଇ ସୂଚନା ମିଳିଛି । ଏନେଇ ଶ୍ରୀନଗର ବିମାନ ବନ୍ଦର ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

ଜମ୍ମୁ କାଶ୍ମୀରରେ ବର୍ଷା ଓ ତୁଷାରପାତ ଲାଗି ରହିଛି । ଲଗାଣ ତୁଷାରପାତ ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହେବ । ଏହାକୁ ଦୃଷ୍ଟିରେ ରଖି ବିମାନ ଚଳାଚଳରେ ବିଳମ୍ବ ହେବ ବୋଲି ଟ୍ବିଟ୍ କରି ସୂଚନା ଦିଆଯାଇଛି । ଜମ୍ମୁ କାଶ୍ମୀରରେ ଗତ ବୁଧବାର ଦିନ ହାଲୁକା ବର୍ଷା ଓ ତୁଷାରପାତ ହୋଇଥିଲା । ତେଣୁ ଗତ ଗୁରୁବାର ଦିନ ମଧ୍ୟ ବିମାନ ବନ୍ଦରରେ ସମସ୍ତ ବିମାନ ଉଡ଼ାଣ ବିଳମ୍ବ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details