ଓଡିଶା

odisha

ଗୋଟିଏ ପରିବାରର 5 ସଦସ୍ୟଙ୍କୁ ନିର୍ମମ ହତ୍ୟା !

ଗୋଟିଏ ପରିବାରର 5 ଜଣ ସଦସ୍ୟଙ୍କ ନିର୍ମମ ହତ୍ୟା । ବାସଭବନରୁ ସମସ୍ତ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ...

By

Published : Nov 8, 2020, 12:03 PM IST

Published : Nov 8, 2020, 12:03 PM IST

ଦୁଇ ଛୁଆଙ୍କ ସମେତ ପରିବାରର 5 ଜଣ ସଦସ୍ୟଙ୍କୁ ହତ୍ୟା
ଦୁଇ ଛୁଆଙ୍କ ସମେତ ପରିବାରର 5 ଜଣ ସଦସ୍ୟଙ୍କୁ ହତ୍ୟା

କୋଲକାତା: ଗୋଟିଏ ପରିବାରର 5 ଜଣ ସଦସ୍ୟଙ୍କୁ ନିର୍ମମ ହତ୍ୟା । ପଶ୍ଚିମବଙ୍ଗର ଦକ୍ସିନ ଦିନାଜପୁର ଅଞ୍ଚଳରେ ରବିବାର ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି । ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ମୃତଦେହ ତାଙ୍କ ବାସଭବନରେ ଦେଖିବାକୁ ମିଳିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଛୋଟ ଛୁଆ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହ ଉଦ୍ଧାର କରିଛି । ପାରିପାଶ୍ବିକ ସ୍ଥିତିରୁ ସେମାନଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି । ତେବେ ହତ୍ୟାକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡି ନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାରେ ଛାନଭିନ୍ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details