ପାଟନା: ଚଳନ୍ତା ଟ୍ରେନରେ ଅଜ୍ଞାତ ଅପରାଧୀର ଗୁଳି ମାଡରେ ଜଣେ ହୋମଗାର୍ଡ ଆହତ । ଗୁରୁତର ଅବସ୍ଥାରେ ଆହତ ହୋମଗାର୍ଡ ଯବାନଙ୍କୁ ଓହ୍ଲାଇ କ୍ୟୁଲ ରେଲୱେ ପିଏଚସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାଟି ଉପସନା ଏକ୍ସପ୍ରେସରେ ଘଟିଥିବା ଜଣାପଡିଛି ।
ଚଳନ୍ତା ଟ୍ରେନରେ ଅପରାଧୀଙ୍କ ଗୁଳିମାଡ, ହୋମଗାର୍ଡ ଆହତ - Upasna Express firing
ଚଳନ୍ତା ଟ୍ରେନରେ ଅଜ୍ଞାତ ଅପରାଧୀର ଗୁଳି ମାଡରେ ଜଣେ ହୋମ ଗାର୍ଡ ଆହତ । ଉପସନା ଏକ୍ସପ୍ରେସରେ ଘଟଣା ଘଟିଥିବା ଜଣାପଡିଛି । ଅଧିକ ପଢନ୍ତୁ...
ଚଳନ୍ତା ଟ୍ରେନରେ ଅପରାଧୀଙ୍କ ଗୁଳିମାଡ, ହୋମଗାର୍ଡ ଆହତ
ମୋକାମା ରେଳ ଷ୍ଟେସନରୁ ଉପାସନା ଏକ୍ସପ୍ରେସ ଟ୍ରେନ ଛାଡିବା କ୍ଷଣି ଅପରାଧୀମାନେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଘଟଣାରେ ଜଣେ ହୋମଗାର୍ଡଙ୍କ ଦେହରେ ଗୁଳି ବାଜିଥିଲା ।