ଗାନ୍ଧୀନଗର: ଅହମ୍ମଦାବାଦର ରିଲିଫ ରୋଡରେ ଥିବା ଏକ ସ୍ପେକ୍ଟ୍ରମ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ 15ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାରେ ଲାଗିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ନିଆଁ ସମ୍ପୂର୍ଣ୍ଣ ଆୟତକୁ ଆସିନଥିବା ଜଣାପଡିଛି ।
ରାସାୟନିକ କାରଖାନାରେ ଭୟାବହ ନିଆଁ: ଜଣେ ମୃତ, 15 ଦମକଳ ଗାଡି ନିୟୋଜିତ - ଅହମ୍ମଦାବାଦ ଅଗ୍ନିକାଣ୍ଡ
ଅହମ୍ମଦାବାଦର ରିଲିଫ ରୋଡରେ ଥିବା ଏକ ସ୍ପେକ୍ଟ୍ରମ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଆୟତ କାର୍ଯ୍ୟରେ ଲାଗିଛନ୍ତି 15 ଦମକଳ ବାହିନୀ । ଅଧିକ ପଢନ୍ତୁ....
ରସାୟନିକ କାରଖାନାରେ ଭୟାବହ ନିଆଁ: ଜଣେ ମୃତ, ନିଆଁ ଆୟତ ରସାୟନିକ କାରଖାନାରେ ଭୟାବହ ନିଆଁ: ଜଣେ ମୃତ, ନିଆଁ ଆୟତ କାର୍ଯ୍ୟରେ 15 ଅଗ୍ନିଶମ ବାହିନୀକାର୍ଯ୍ୟରେ 15 ଅଗ୍ନିଶମ ବାହିନୀ
ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଅନ୍ୟ ମୃତାହତଙ୍କ ସମ୍ପର୍କରେ ସବିଶେଷ ଜଣା ପଡିନଥିବାବେଳେ ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଛି । କେଉଁ କାରଣରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇାହିଁ ।
ବ୍ୟୁରୋ ରିପୋର୍ଚ, ଇଟିଭି ଭାରତ