ମୁମ୍ବାଇ:ମହାରାଷ୍ଟ୍ର ସାନିଟାଇଜର ଫ୍ୟାକ୍ଟ୍ରିରେ ନିଆଁ । ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ ସାନିଟାଇଜର କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।
ମହାରାଷ୍ଟ୍ର ସାନିଟାଇଜର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ - ମହାରାଷ୍ଟ୍ର ସାନିଟାଇଜର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ
ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ ସାନିଟାଇଜର କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ତୁରନ୍ତ ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଧିକ ପଢନ୍ତୁ...
ମହାରାଷ୍ଟ୍ର ସାନିଟାଇଜର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ
ମହାରାଷ୍ଟ୍ରର ଥାନେ ନଗର ନିଗମର ଫାୟାର ଅଫିସରଙ୍କ ସୂଚନା ଅନୁଯାୟୀ ମୁମ୍ବାଇ ଓ ନାସିକ ଜାତୀୟ ରାଜପଥ ନିକଟରେ ଥିବା ଏକ ହୋଟେଲର ଫଛପଟେ ଥିବା ଏକ ଫ୍ୟାକ୍ଟ୍ରିରେ ରାତିରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣାରେ କୌଣସି ଆହତ ହୋଇନଥିବା ଜଣାପଡିଛି । ଘଟଣାସ୍ଥଳରେ ତୁରନ୍ତ ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଘଟଣାରେ ତଦନ୍ତ କରିବା ପରେ ଏହା ଏକ ସାନିଟାଇଜର ଫ୍ୟାକ୍ଟ୍ରି ବୋଲି ଜଣାପଡିଛି ।