ମୁମ୍ବାଇ: ମହାରାଷ୍ଟ୍ର ଥାଣେରେ ଭୟଙ୍କର ଅଗ୍ନିକାଣ୍ଡ । ଏକ କେମିକାଲ ଫ୍ୟାକ୍ଟିରେ ଲାଗିଛି ନିଆଁ । ଅମ୍ବେରାନାଥ ସ୍ଥିତ ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ ଡେଭେଲପମେଣ୍ଟ କର୍ପୋରେସନ (ଏମଆଇଡିସି)ରେ ଅଗ୍ନିକାଣ୍ଡ ଘଟିଛି ।
ଥାଣେର କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ - Fire breaks out at a chemical factory
ମହାରାଷ୍ଟ୍ର ଥାଣେରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ କୌଣସି ମୃତାହତ ଖବର ଜଣାପଡିନାହିଁ । ଅଧିକ ପଢନ୍ତୁ...
ଥାଣେର କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ
ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତର ଖବର ଆସିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ