ହ୍ରାଇଦାବାଦ: ହାଇଦ୍ରାବାଦର ଏକ ହୋଟେଲ ଏବଂ ଜୋତା ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କରାଣ ଜଣା ପଡିନଥିବା ବେଳେ ହୋଟେଲର ରୋଷେଇ ଘରୁ ନିଆଁ ଲାଗି ଅନ୍ୟତ୍ର ବ୍ୟାପିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।
ହୋଟେଲରେ ଅଗ୍ନିକାଣ୍ଡ, ଜଳିଗଲା 20 ଲକ୍ଷ ଟଙ୍କାର ସମ୍ପତ୍ତି - hydrabad FIRE ACCIDENT
ହାଇଦ୍ରାବାଦର ଏକ ହୋଟେଲ ଏବଂ ଜୋତା ଦୋକାନରେ ଲାଗିଲା ନିଆଁ । ପଢନ୍ତୁ ଅଧିକ....
ହୋଟେଲରେ ଅଗ୍ନୀକାଣ୍ଡ, ଜଳିଗଲା 20 ଲକ୍ଷ ଟଙ୍କାର ସମ୍ପତ୍ତି
ହୋଟେଲରେ ଅଗ୍ନୀକାଣ୍ଡ, ଜଳିଗଲା 20 ଲକ୍ଷ ଟଙ୍କାର ସମ୍ପତ୍ତି
ଏଥିରେ ହୋଟଲର ପ୍ରାୟ ସବୁ ଆସବାସପତ୍ର ପୋଡି ପାଉଁଶ ହୋଇଯାଇଛି । ପ୍ରାୟ 20 ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ଆକଳନ କରାଯାଉଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏଥିରେ ମୃତାହତଙ୍କ ସୂଚନା ଏ ପର୍ଯ୍ୟନ୍ତ ମିଳିପାରିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ