ଜୟପୁର:ଭାରତୀୟ ବୟୁସେନାର ଫାଇଟର ଜେଟ ମିଗ ଦୁର୍ଘଟଣାଗ୍ରସ୍ତ । ଆଜି (ବୁଧବାର) ପ୍ରଶିକ୍ଷଣ ଉଡାଣ ସମୟରେ ରାଜସ୍ଥାନର ବଡମିର ଜିଲ୍ଲା ମତାସର ଗ୍ରାମରେ ଦୁର୍ଘଟଣାଗସ୍ତ ହୋଇଛି ଯୁଦ୍ଧ ବିମାନ । ଏଥିରେ ପାଇଲଟ ସୁରକ୍ଷିତ ଥିବା ନେଇ ସୂଚନା ମିଳିଛି ।
ଫାଇଟର ଜେଟ MiG ଦୁର୍ଘଟଣାଗ୍ରସ୍ତ, ପାଇଲଟ ସୁରକ୍ଷିତ
ପ୍ରଶିକ୍ଷଣ ବେଳେ ବାୟୁସେନାର ଫାଇଟର ଜେଟ ଦୁର୍ଘଟଣାର ଶିକାର। ଅଧିକ ପଢନ୍ତୁ...
ଫାଇଟର ଜେଟ MiG ଦୁର୍ଘଟଣାଗସ୍ତ, ପାଇଲଟ ସୁରକ୍ଷିତ
ଦୁର୍ଘଟଣାପରେ ଫାଇଟରଟି ଜଳୁଥିବା ବେଳେ ଗ୍ରାମବାସୀ ମାନେ ଘଟଣାସ୍ଥଳରେ ପହଁଞ୍ଚି ବିମାନରେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ