ବିଧାନସଭା ନିର୍ବାଚନକୁ ନେଇ ଆସିଲା ଇଟିଭି ଭାରତର ଏକଜିଟ୍ ପୋଲ । ପଶ୍ଚିମବଙ୍ଗରେ ଝୁଲା ବିଧାନସଭା । ଆସାମରେ ଆସିବ ବିଜେପି ସରକାର । ତାମିଲନାଡୁରେ ଡିଏମକେ ମେଣ୍ଟକୁ ବିପୁଳ ସଂଖ୍ୟା ଗରିଷ୍ଠତା । କେରଳରେ LDF ପୁଣି ଗଠନ କରିବ ସରକାର ।
ଇଟିଭି ଭାରତ EXIT POLL: ବଙ୍ଗରେ ଝୁଲା ବିଧାନସଭା, ଆସାମରେ ବିଜେପି ସରକାର ! - EXIT POLLS of Etv bharat
ବିଧାନସଭା ନିର୍ବାଚନକୁ ନେଇ ଇଟିଭି ଭାରତର ଆକଳନ । ଜାଣନ୍ତୁ କାହାକୁ ମିଳିବ କେତେ ଆସନ...

ଇଟିଭି ଭାରତର EXIT POLLS
ପଶ୍ଚିମବଙ୍ଗରେ ଟିଏମସିକୁ ମିଳିପାରେ 131 ଆସନ । ବିଜେପିକୁ 126, ବାମପନ୍ଥୀ କଂଗ୍ରେସ ଓ ISF କୁ ମିଳିପାରେ 32 ଆସନ । ଆକଳନ କଲା ଇଟିଭି ଭାରତ ।
Last Updated : Apr 29, 2021, 8:07 PM IST