ଓଡିଶା

odisha

ETV Bharat / bharat

ଅଗଷ୍ଟ ପ୍ରଥମ ସପ୍ତାହରେ ଭାରତ ଆସିବେ ଅଷ୍ଟ୍ରେଲିଆ ପୂର୍ବତନ ପ୍ରଧାନମନ୍ତ୍ରୀ - Ex-Australian PM Tony Abbott to be travel to India

ଭାରତ ଗସ୍ତରେ ଆସିବେ ଅଷ୍ଟ୍ରାଲିଆ ପୂର୍ବତନ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ଅଗଷ୍ଟ ପ୍ରଥମ ସପ୍ତାହରେ ଭାରତ ଆସିବେ ଅଷ୍ଟ୍ରାଲିଆ ପୂର୍ବତନ ପ୍ରଧାନମନ୍ତ୍ରୀ
ଅଗଷ୍ଟ ପ୍ରଥମ ସପ୍ତାହରେ ଭାରତ ଆସିବେ ଅଷ୍ଟ୍ରାଲିଆ ପୂର୍ବତନ ପ୍ରଧାନମନ୍ତ୍ରୀ

By

Published : Jul 31, 2021, 8:31 PM IST

ନୂଆଦିଲ୍ଲୀ:ଭାରତ ଗସ୍ତରେ ଆସିବେ ଅଷ୍ଟ୍ରେଲିଆ ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବ୍ବୋଟ । ଅଗଷ୍ଟ ପ୍ରଥମ ସପ୍ତାହରେ ସେ ଭାରତ ଗସ୍ତରେ ଆସିପାରନ୍ତି ବୋଲି ସୂଚନା ମିଳିଛି । ତାଙ୍କର ଏହି ଗସ୍ତ ସମମୟରେ ସେ ଦୁଇ ଦେଶ ମଧ୍ୟରେ ବିସ୍ତୃତ ରଣନୀତିକ ଭାଗିଦାରୀ ଚୁକ୍ତିନାମା (Comprehensive Strategic Partnership) ଅନୁସାରେ ଆର୍ଥନୈତିକ ସମ୍ପର୍କ ସହ ବ୍ୟବସାୟିକ ଦିଗ ଉପରେ ଆଲୋଚନା କରିବେ। ସେ ଏହି ଗସ୍ତ ସମୟରେ ସେ କିଛି କେନ୍ଦ୍ର ମନ୍ତ୍ରୀ ଓ କିଛି ବିଶିଷ୍ଟ ବ୍ୟବସାୟୀଙ୍କ ସହ ସାକ୍ଷାତ କରିପାରନ୍ତି ବୋଲି ସୂଚନା ମିଳିଛି ।

ତାଙ୍କର ଏହି ଗସ୍ତର ଚୂଡାନ୍ତ କାର୍ଯ୍ୟସୂଚୀ ସ୍ଥିର ହୋଇ ନ ଥିବାବେଳେ ଅଗଷ୍ଟ ପ୍ରଥମ ସପ୍ତାହରେ ସେ ଭାରତ ଆସିବା ନେଇ ଅଷ୍ଟ୍ରେଲିଆ ପକ୍ଷରୁ ସୂଚନା ମିଳିଛି ।

@ANI

ABOUT THE AUTHOR

...view details