ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ମୁଖ୍ୟ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 18, 2022, 9:06 PM IST

୧.କୋଟିଆରେ ପରିଚୟ ପତ୍ର ବାଣ୍ଟୁଛନ୍ତି ଆନ୍ଧ୍ର ସରକାର, କେତେ ଚିନ୍ତିତ ରାଜ୍ୟ ସରକାର ?

କୋରାପୁଟ ସୀମାନ୍ତ କୋଟିଆ ଅଞ୍ଚଳକୁ ନେଇ ଆନ୍ଧ୍ର ଓଡ଼ିଶା ମଧ୍ୟରେ ଲାଗି ରହିଛି ବିବାଦ । ଏହି ବିବାଦୀୟ ଅଞ୍ଚଳକୁ ନେଇ ମାମଲା ଏବେ ସୁପ୍ରିମକୋର୍ଟରେ ।

୨.କୂଳପୁରୋହିତଙ୍କ କଳା କାରନାମା, ଯଜମାନଙ୍କୁ ଲୁଟିଲେ ଲକ୍ଷାଧିକ ଟଙ୍କା !

କୂଳ ପୁରୋହିତଙ୍କ କଳା କାରନାମା । ଧର୍ମ ଓ ବିଶ୍ବାସ ନାଁରେ ବିଶ୍ବାସଘାତକତା । ଯଜମାନଙ୍କ ମଙ୍ଗଳ ମନାସିବା ପରିବର୍ତ୍ତେ ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା ।

୩.ଧରାବତରଣ କରିବେ ଜଗତ ଜନନୀ, ସଜେଇ ହେଲାଣି ରାଜଧାନୀର ପୂଜା ମଣ୍ଡପ

ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ, ଶତ୍ରୁର ବିନାସ କରିବାକୁ ଧରାଧାମକୁ ଓହ୍ଲାଇ ଆସିବେ ଜଗତ ଜନନୀ ମା' ଦୁର୍ଗା । ଦୀର୍ଘ ଦୁଇ ବର୍ଷ ରାଜ୍ୟରେ ହେବ କଟକଣା ମୁକ୍ତ ଦଶହରା ପାଳନ ।

୪.ବିହାରରେ ୪ ଯୁବକଙ୍କ ମୃତ୍ୟୁ ନେଇ ପୋଲିସ ବିରୁଦ୍ଧରେ ହିଂସାତ୍ମକ ପ୍ରତିବାଦ

ବିହାରର ସୁପୌଲରେ ସନ୍ଦେହଜନକ ଅବସ୍ଥାରେ ମିଳିଲା ୪ ଯୁବକଙ୍କ ମୃତଦେହ। ହତ୍ୟା ଅଭିଯୋଗରେ ପରିବାର ଲୋକେ ଓ ସମ୍ପର୍କୀୟଙ୍କ ରାସ୍ତରୋକ ।

୫.ମାର୍ଚ୍ଚ 2023 ସୁଦ୍ଧା କାର୍ଯ୍ୟକ୍ଷମ ହେବ ବରମୁଣ୍ଡା ବସ୍‌ ଟର୍ମିନାଲ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଭିକେ ପାଣ୍ଡିଆନ ଆଜି ଟର୍ମିନାଲର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି ।

୬.କଂଗ୍ରେସ ପ୍ରଥମେ ତାର ଦୁଇ ପ୍ରତିଶତ ଭୋଟ୍‌ ବଞ୍ଚାଉ: ଲେନିନ୍‌ ମହାନ୍ତି

ଜୟରାମ ରମେଶ୍‌ଙ୍କ ଅଭିଯୋଗ ପରେ ବିରୋଧୀ ବିଜେପି କଂଗ୍ରେସକୁ ଟାର୍ଗେଟ୍‌ କରିଥିବା ବେଳେ ଏବେ ବିଜେଡି ମୁଖପାତ୍ର ମଧ୍ୟ ଜୟରାମ ରମେଶଙ୍କୁ ପାଲଟା ଜବାବ ଦେଇଛନ୍ତି ।

୭.କଂଗ୍ରେସର ଭାରତ ଯୋଡ଼ ଯାତ୍ରା, କଟାକ୍ଷ କଲେ ପୃଥ୍ବୀରାଜ

ଲଗାତାର ପ୍ରେସ୍‌ମିଟ୍‌ କରି କେନ୍ଦ୍ର ସରକାର ଓ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ ।

୮.ରାୟଗଡ଼ାରେ ଅହିଂସା ରଥ, ସ୍ବାଗତ କଲେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା

ରାୟଗଡ଼ା ଜିଲ୍ଲାରେ ଅହିଂସା ବାର୍ତ୍ତା ପ୍ରଚାର କରୁଛି ଅହିଂସା ରଥ । ଦୁଇଟି ଅହିଂସା ରଥକୁ ଜିଲ୍ଲାକୁ ସ୍ବାଗତ କଲେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ।

୯.ନୂଆ ଓଡିଆ ଚଳଚ୍ଚିତ୍ର ରୁଦ୍ରାଣୀର ମ୍ୟୁଜିକ୍ ଲୋକାର୍ପିତ

ଭୁବନେଶ୍ବରର ତାରକା ହୋଟେଲରେ ଲୋକାର୍ପିତ ହେଇଯାଇଛି ଝିଲିକ୍ ମୋସନ୍ ପିକଚର୍ସ ନିବେଦିତ ନୂଆ ଚଳଚ୍ଚିତ୍ର ରୁଦ୍ରାଣୀ ।

୧୦.ମାରାଥନରେ ଦୌଡିବା ସମୟରେ ଟେବୁଲ ଟେନିସ ଖେଳାଳିଙ୍କ ମୃତ୍ୟୁ

ଜାତୀୟ ଟେବୁଲ ଟେନିସ ଖେଳାଳି ରାଜ ପଟେଲଙ୍କର ଏକାଦଶ ହିଲ ହାଫ ମାରାଥନର ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି ।

ABOUT THE AUTHOR

...view details