୧.କାଶ୍ମୀରରେ ପାକିସ୍ତାନୀ ଡ୍ରୋନ, ଜାରି ରହିଛି ସର୍ଚ୍ଚ ଅପରେସନ
୨.ରାଜସ୍ଥାନରେ ମିଠାଖାଇ ଶତାଧିକ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି
ବିଷାକ୍ତ ମିଠାଖାଇ 125 ଜଣ ଅସୁସ୍ଥ । ସମସ୍ତଙ୍କୁ ଉଦ୍ଧାର କରାଯାଇ ମହାତ୍ମାଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
୩.ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାର ଏକାଧିକ ସ୍ଥାନରେ NIA ରେଡ୍
ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ୨୪ଟି ସ୍ଥାନରେ ଛାପା ମାରିଲା NIA ।
୪.ଦୁର୍ଗା ଓ ଲକ୍ଷ୍ମୀପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ମଣ୍ଡପରେ ଲାଗିବ CCTV
୫.ଓସାକା ନୂଆଁଖାଇ ଭେଟଘାଟ, ମନ୍ତ୍ରୀଙ୍କ ନାଚରେ ଦୁଲକିଲା ମଞ୍ଚ
ଓସାକା ପକ୍ଷରୁ ଆଜି ହାଇଦ୍ରାବାଦର ଶ୍ରୀଭେଙ୍କେଟଶ୍ବର ସ୍ବାମୀ କଲ୍ୟାଣ ମଣ୍ଡପରେ ଏହି ନୂଆଁଖାଇ ଭେଟଘାଟ ଆୟୋଜିତ ହେଉଛି ।