ଓଡିଶା

odisha

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Nov 25, 2022, 1:06 PM IST

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.Assembly Update: ଚାଷୀ ପ୍ରସଙ୍ଗରେ ବିଧାନସଭା ବାହାରେ ଶାସକ-ବିରୋଧୀଙ୍କ ବିକ୍ଷୋଭ

ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ । ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିବା ପରେ ବିଧାନସଭା ବାହାରେ ବିକ୍ଷୋଭ ପ୍ରଦର୍ଶନ କଲେ ଉଭୟ ଶାସକ ଓ ବିରୋଧି ଦଳ ।

2.ଗୃହରେ ଚାଷୀ ପ୍ରସଙ୍ଗ, ଧୋଇଗଲା ପ୍ରଶ୍ନକାଳ

ଚାଷୀ ପ୍ରସଙ୍ଗ ଉଠାଇ ଗୃହରେ ହୋହଲ୍ଲା କଲେ ବିରୋଧି । ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି । ଅଧିକ ପଢନ୍ତୁ

3.ଜଣେ ବିଶ୍ବାସ ଘାତକ କେବେବି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ: ଅଶୋକ ଗେହଲଟ

ସଚିନ ପାଇଲଟଙ୍କୁ ବିଶ୍ବାସ ଘାତକ କହିଲେ ଅଶୋକ ଗେହଲଟ । ତେଣୁ ତାଙ୍କୁ କେବେ ବି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବା ଉଚିତ ନୁହଁ ବୋଲି ଏକ ଜାତୀୟ ଗଣମାଧ୍ୟମରେ କହିଛନ୍ତି ଗେହଲଟ ।

4.ଦ୍ବିତୀୟ ଥର ପାଇଁ EDରେ ଶ୍ରଦ୍ଧାଞ୍ଜଳି, ଏଥର ସ୍କାନରରେ ବୟଫ୍ରେଣ୍ଡ ଲିଙ୍କ୍

ଖୁବ ଶୀଘ୍ର ଖୋଲିବ ଅର୍ଚ୍ଚନା କଳା ସାମ୍ରଜ୍ୟ ଓ ଅର୍ଥ କାରବାରର ଗୁମର । ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ।

5.ପ୍ରଥମ ରାଜ୍ୟ ଭାବେ ଗୁଜୁରାଟର ସମସ୍ତ ଜିଲ୍ଲାରେ Jio True 5G ସେବା ସଂଯୋଗ

ଦେଶରେ ପ୍ରଥମ ରାଜ୍ୟ ଭାବରେ ଗୁଜୁରାଟର ସମସ୍ୟ ଜିଲ୍ଲାରେ ରିଲାଏନ୍ସ ଜିଓ ପହଞ୍ଚାଇଲା 5G ସେବା(Gujarat 1st state to get Jio True 5G across all districts) ।

6.ମାଓବାଦୀଙ୍କ ବର୍ବରତା, ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

କିଛି ଦିନର ନିରବତା ପରେ ପୁଣି ରକ୍ତମୁଖା ହୋଇ ପଡ଼ିଛି ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା ।

7.ମାଓବାଦୀଙ୍କ ବର୍ବରତା, ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

କିଛି ଦିନର ନିରବତା ପରେ ପୁଣି ରକ୍ତମୁଖା ହୋଇ ପଡ଼ିଛି ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା ।

8.ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ସାମୁହିକ ଚାଷ, ପଡିଆ ଜମିରେ ହସୁଛି ଫସଲ

ମହିଳାଙ୍କୁ ଆତ୍ମନିର୍ଭରଶୀଳ କରୁଛି ସାମୁହିକ ଚାଷ । ପଡିଆ ଜମିରେ ବର୍ଷ ତମାମ୍ ସବୁଜ ଫସଲ ଫଳାଉଛନ୍ତି କୋରାପୁଟ ଗରୁଡ଼ମୁଣ୍ଡା ଗାଁର ମହିଳା ।

9.ଦିଲ୍ଲୀ ଚାନ୍ଦିନୀ ଚୌକ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

ଦିଲ୍ଲୀ ଚାନ୍ଦିନୀ ଚୌକ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି କୋଟି ଟଙ୍କା ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି ।

10.ଝିଅର ନାମକରଣ କଲେ ଆଲିଆ, ନାଁ ଶୁଣି ଏପରି କହିଲେ ଦେଶୀ ଗର୍ଲ

ଅଲିଆ ଭଟ୍ଟ ତାଙ୍କ ଝିଅର ନାମକୁ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଝିଅ ନାମକୁ ସମସ୍ତଙ୍କୁ ଜଣାଇଛନ୍ତି ।

ABOUT THE AUTHOR

...view details