ଓଡିଶା

odisha

ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Nov 2, 2022, 12:59 PM IST

1.President To Visit Odisha: ଦୁଇ ଦିନିଆ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ ।

୨.ପବିତ୍ର ଅଁଳା ନବମୀ, ରାଧାପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ଶ୍ରଦ୍ଧାଳୁଙ୍କ ଖଚାଖଚ୍‌ ଭିଡ

ସାକ୍ଷୀଗୋପାଳରେ ଥିବା ସାକ୍ଷୀଗୋପିନାଥ ମନ୍ଦିରରେ ରାଧାରାଣୀଙ୍କ ରାଧାପାଦ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି ।

3.ରାଜଧାନୀରେ ପଶି ନାକେଦମ କଲା ଦନ୍ତା, ଟ୍ରାଙ୍କୁଲାଇଜ ପରେ କରାଗଲା ସ୍ଥାନାନ୍ତର

ମଙ୍ଗଳବାର ବିଳମ୍ବିତ ରାତିରେ ଭୁବନେଶ୍ବର ସହର ମଧ୍ୟକୁ ପଶିଆସିଥିଲା ଦନ୍ତାହାତୀ । ତେବେ ଆଜି ବନେଶ୍ବର ଆଇଗିଣିଆ ଅଞ୍ଚଳରୁ ହାତୀକୁ ଟ୍ରାଙ୍କୁଲାଇଜ୍ କଲା ବନବିଭାଗ ।

4.WhatsApp ଅପବ୍ୟବହାରକାରୀଙ୍କ ସଂଖ୍ୟା ବଢୁଛି: ସେପ୍ଟେମ୍ବରରେ 26 ଲକ୍ଷରୁ ଊର୍ଦ୍ଧ୍ବ ଆକାଉଣ୍ଟ ରଦ୍ଦ

କେବଳ ସେପ୍ଟେମ୍ବରରେ 26 ଲକ୍ଷରୁ ଅଧିକ ଭାରତୀୟ ହ୍ବାଟ୍‌ସଆପ୍ ବ୍ୟବହାରକାରୀଙ୍କ ଆକାଉଣ୍ଟ୍ ନିଷିଦ୍ଧ କଲା କମ୍ପାନୀ (WhatsApp banned over 26 lakh Indian accounts in September) ।

5.ହାଥରସରେ ଲଜ୍ଜା: ଯୁବତୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଗଣଦୁଷ୍କର୍ମ

ଉତ୍ତରପ୍ରଦେଶ ହାଥରସରେ ପୁଣି ଲଜ୍ଜା । କୋଚିଂରୁ ଫେରିବା ବେଳେ ଯୁବତୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଗଣଦୁଷ୍କର୍ମ ।

6.ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ

ଖଣି ଦୁର୍ନୀତି ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ । ଆସନ୍ତାକାଲି(ଗୁରୁବାର) ହାଜର ହେବା ପାଇଁ ଡକାଇଲା ଇଡି ।

7.ସମ୍ବଲପୁର ରେଳମଣ୍ଡଳରେ ଆଧୁନିକୀକରଣ, ୪ ଟ୍ରେନ ବାତିଲ

ଟିଟିଲାଗଡ-ସମ୍ବଲପୁର ରେଳ ମାର୍ଗରେ ସିକିର-ବଡମାଲ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ପାଇଁ ୪ଟି ଟ୍ରେନ ବାତିଲ କରାଯାଇଛି (Trains cancelled For modernisation Work)।

8.Black Garlic Benefits: କଳା ରସୁଣ ଉପକାରିତା ଜାଣିଲେ ହୋଇଯିବେ ତାଜୁବ୍

ବିଶେଷଜ୍ଞଙ୍କ ଅନୁଯାୟୀ, କଳା ରସୁଣ ଖାଇବା ଦ୍ବାର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ କର୍କଟ, ମଧୁମେହ ଭଳି ସମସ୍ୟାରୁ ରକ୍ଷା କରିଥାଏ ।

9.ନିଜ ଜିଲ୍ଲାକୁ ଭୁଲିଗଲେ ମୁଖ୍ୟମନ୍ତ୍ରୀ, ପ୍ୟାକେଜ ଘୋଷଣା ନେଇ ବର୍ଷିଲେ ଗୋପାଳପୁର ବିଧାୟକ

ଗଞ୍ଜାମ ଜିଲ୍ଲାକୁ ଅଣଦେଖା ଅଭିଯୋଗ ।ଏମିକି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

10.57 ବର୍ଷରେ ପାଦ ଦେଲେ କିଙ୍ଗ ଖାନ୍‌, ମଧ୍ୟରାତିରେ ମନ୍ନତ ବାହାରେ ଶୁଭେଚ୍ଛା ଜଣାଇଲେ ଫ୍ୟାନ୍ସ

ରାତି 12ଟାରେ ମନ୍ନତ ଛାତରେ ଠିଆ ହୋଇ ଶାହାରୁଖ ଖାନ ତାଙ୍କ ପ୍ରଶଂସକଙ୍କୁ ଅଭିବାଦନ ଜଣାଇଛନ୍ତି ।

ABOUT THE AUTHOR

...view details