ଓଡିଶା

odisha

ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - top10

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 24, 2022, 1:05 PM IST

1.ବିଜେଡି ଜିଲ୍ଲାପରିଷଦ ସଭ୍ୟଙ୍କ ଆତ୍ମହତ୍ୟା, ସସପେନ୍ସ ବଢାଇଲା ଫେସବୁକ ପୋଷ୍ଟ

ଶିଶୁପାଳଗଡ ଲକ୍ଷ୍ମୀବିହାର ସ୍ଥିତ ଘରୁ ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।

2.ମିଲେଟ ମିଶନ ପ୍ରସାର ଦିଗରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଜାତୀୟ ସ୍ତରରେ ସମ୍ମାନିତ

ମିଲେଟ ମିଶନ ପ୍ରସାର ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଜାତୀୟସ୍ତରରେ ସମ୍ମାନିତ ।

3.ରାଜ୍ୟରେ ଅଧିକାଂଶ ସ୍ୱଂୟଶାସିତ କଲେଜରେ ନାହିଁ ନାକ୍ ମାନ୍ୟତା

ରାଜ୍ୟରେ ଅଧିକାଂଶ ସରକାରୀ ଓ ଅନୁଦାନପ୍ରାପ୍ତ ସ୍ୱଂୟଶାସିତ କଲେଜରେ ନାହିଁ 'ନାକ୍' ମାନ୍ୟତା ।

4.କ୍ୟାମେରା ଲେନ୍ସରେ କଏଦ ଭୂସ୍ଖଳନ ଦୃଶ୍ୟ

ଉତ୍ତରାଖଣ୍ଡର ନଜାଙ୍ଗ ଟାମ୍ବାରେ ଗତକାଲି ସଂଧ୍ୟାରେ ଭୂସ୍ଖଳନ ହେବା ଯୋଗୁଁ ଯାତାୟତ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି ।

5.କେନାଲରୁ ମିଳିଲା ରିସେପସନିଷ୍ଟଙ୍କ ମୃତଦେହ, ମୁଖ୍ୟ ଅଭିଯୁକ୍ତଙ୍କ ରିସୋର୍ଟରେ ବୁଲିଲା ବୁଲଡୋଜର

ଗିରଫ ବିଜେପି ନେତାଙ୍କ ପୁଅଙ୍କ ରିସୋର୍ଟ ପାଖ କେନାଲରୁ ମିଳିଲା ନିଖୋଜ ରିସେପସନିଷ୍ଟ ଅଙ୍କିତା ଭଣ୍ଡାରୀଙ୍କ ମୃତଦେହ ।

6.Odisha Covid Cases: ପୁଣି 222 ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 222 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

7.ପ୍ରହସନ ପାଲଟିଛି 5T ସ୍କୁଲ ନିର୍ମାଣ ! ଅନୁଦାନ ସରିଲା, ବଦଳିଲାନି ବିଦ୍ୟାଳୟ ରୂପରେଖ

ରାଜ୍ୟ ସରକାରଙ୍କ 5T ସ୍ମାର୍ଟ ସ୍କୁଲ ରୂପାନ୍ତରଣରେ ମହାଦୁର୍ନୀତି । ସରକାରଙ୍କ ଅନୁଦାନ ଖର୍ଚ୍ଚ ହୋଇସାରିଥିଲେ ମଧ୍ୟ ସ୍କୁଲର ରୂପରେଖ ବଦଳି ପାରିନି ।

8.ଗୋଟିଏ ଗାଡିରେ ୨ଟି ନମ୍ବର ପ୍ଲେଟ ଲଗାଇ ହେଉଥିଲା ଗଞ୍ଜେଇ ଚାଲାଣ, ୩ ଗିରଫ

ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣବେଳେ ମାଡିବସିଲା ସମ୍ବଲପୁର ଅବକାରୀ ବିଭାଗ । ୪୦ କେଜି ଗଞ୍ଜେଇ ଜବତ ସହ ୩ ଗିରଫ ।

9.ମୁମ୍ବାଇରେ ହେବ ରାଜୁ ଶ୍ରୀବାସ୍ତବଙ୍କ ପ୍ରାର୍ଥନା ସଭା, ଶ୍ରଦ୍ଧାଞ୍ଜଳି ଦେବେ ସେଲିବ୍ରିଟି

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପ୍ରାର୍ଥନା ସଭା (prayer meet) ହେବ । ଏହି ସଭା ଦିଲ୍ଲୀରେ ନୁହେଁ ବରଂ ମୁମ୍ବାଇରେ ଅନୁଷ୍ଠିତ ହେବ ।

10.ଅନୁଗୋଳରେ ଚାଞ୍ଚଲ୍ୟ, ହତ୍ୟା ପରେ SP ଅଫିସ ସାମ୍ନାରେ ଫିଙ୍ଗିଦେଲେ !

ଅନୁଗୋଳ ଏସପି ଅଫିସ ସାମ୍ନାରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । କେହି ଦୁର୍ବୃତ୍ତ ହତ୍ୟା କରି ମୃତଦେହ ଫିଙ୍ଗି ଚାଲିଯାଇଥିବା ସନ୍ଦେହ

ABOUT THE AUTHOR

...view details