ଓଡିଶା

odisha

ETV Bharat / bharat

TOP NEWS 11 AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM
TOP NEWS 11 AM

By

Published : Nov 14, 2022, 11:05 AM IST

1.ଜବାହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ ।

3.Childrens day 2022: ଆଜି ଶିଶୁ ଦିବସ, ଶିଶୁ ହସିଲେ ହସିବ ଦେଶ

ମହାନ ସ୍ବାଧିନତା ସଂଗ୍ରାମୀ ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍‌ ନେହେରୁଙ୍କ ଜୟନ୍ତୀକୁ ଶିଶୁ ଦିବସ(Childrens Day) ଭାବେ ପାଳନ କରାଯାଏ ।

4.ଆଜି ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ, ଜି-20 ସମ୍ମିଳନୀରେ ଦେବେ ଯୋଗ

ଆଜିଠୁ ଇଣ୍ଡୋନେସିଆର ବାଲି ଦ୍ବୀପରେ 17ତମ ଜି-20 ସମ୍ମିଳନୀ ଅନୁଷ୍ଠିତ ହେବ । ଏ ନେଇ ଆଜି ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

5.Padampur byPoll: ଆଜି ନାମାଙ୍କନ ଭରିବେ ପ୍ରଦୀପ ପୁରୋହିତ

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପି ଦଳର ପ୍ରାର୍ଥୀ ପ୍ରଦୀପ ପୁରୋହିତ ।

6.Gujarat Assembly Poll: 22ରେ ଗୁଜୁରାଟରେ ପ୍ରଚାର କରିବେ ରାହୁଲ

ପାଖେଇ ଆସୁଛି ଗୁଜୁରାଟ ବିଧାନସଭା ନିର୍ବାଚନ । ଆସନ ହାତେଇବା ପାଇଁ ରାଜନୈତିକ ଦଳଙ୍କ ରଣନୀତି ଆରମ୍ଭ ହୋଇଛି ।

7.ମୁଁ ଦୋଷୀ, ଗାନ୍ଧୀ ପରିବାରକୁ ଭେଟିବାର ଯୋଜନା ନାହିଁ: ନଳିନୀ ଶ୍ରୀହନ

ରାଜୀନ ଗାନ୍ଧୀଙ୍କୁ ହତ୍ୟା ଘଟଣାରେ ଜେଲରୁ ମୁକୁଳିବାପରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଦୋଷୀ ନଳିନୀ ଶ୍ରୀହନ ପରିବାର ସହ ଏକ ନୂଆ ଜୀବନ ଆରମ୍ଭ କରିବେ ବୋଲି କହିଛନ୍ତି ।

8.ହେଲିକପ୍ଟର ଶବ୍ଦ ଶୁଣି ଚାଲିଗଲା ମଇଁଷିର ଜୀବନ, ଥାନାରେ ଅଭିଯୋଗ

ହେଲିକପ୍ଟର ଶବ୍ଦ ଶୁଣି ମଇଁଷିର ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ କଲା ମାଲିକ । ରାଜସ୍ଥାନର କୋହରାନା ଗ୍ରାମରେ ଘଟିଛି ଏହି ଅଜବ ଘଟଣା ।

9.କେବଳ ସୁନ୍ଦର ନୁହେଁ ଅଳସୀ ଫୁଲ, ମଞ୍ଜିରେ ରହିଛି ଜଟିଳ ରୋଗର ସମାଧାନ

ଅଳସୀ ଫୁଲ କେବଳ ତାର ସୁନ୍ଦରତାରେ ଆକୃଷ୍ଟ କରେନି । ଅଳସୀ ମଞ୍ଜିରେ(Flax Seeds) ଏପରି ଗୁଣ ରହିଛି, ଯାହା ଜଟିଳ ରୋଗ ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ ।

10.ଜମୁଛି ବାଲିଯାତ୍ରା, ବଲିଉଡ୍ ସିଙ୍ଗର ଜାଭେଦ ଅଲ୍ଲୀଙ୍କ ଗୀତରେ ଝୁମିଲେ ଦର୍ଶକ

ଚାଲିଛି ଐତିହାସିକ ବାଲିଯାତ୍ରା । ରବିବାର ସନ୍ଧ୍ୟାରେ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ବଲିଉଡ୍ ଷ୍ଟାର ସିଙ୍ଗର ଜାଭେଦ ଅଲ୍ଲୀଙ୍କ ଗୀତରେ ଝୁମିଲେ ଦର୍ଶକ ।

ABOUT THE AUTHOR

...view details