1.Padampur Bypoll: ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ
ପଦ୍ମପୁର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ ।
2.ପରଲୋକରେ ସ୍ବାଧୀନ ଭାରତର ପ୍ରଥମ ଭୋଟର
ଦେଶର ପ୍ରଥମ ଭୋଟର ଶ୍ୟାମ ସରନ ନେଗିଙ୍କ ପରଲୋକ । ଭାରତ ସ୍ବାଧୀନ ହେବା ପରେ ୧୯୫୧ ମସିହାରେ ସେ ପ୍ରଥମ ଭୋଟ ଦେଇଥିଲେ ।
3.Delhi Pollution: ତୃତୀୟ ଦିନରେ ପ୍ରଦୂଷଣ ମାତ୍ରା ଚିନ୍ତାଜନକ, ଆଜିଠୁ ଗଡିବନି ଡିଜେଲ କାର୍
4.FIR against Rahul Gandhi: ରାହୁଲଙ୍କ ଗାନ୍ଧିଙ୍କ ନାଁରେ କର୍ଣ୍ଣାଟକରେ FIR
5.Jio download speed: ଏହି ସହରରେ ଏୟାରଟେଲ୍ ଅପେକ୍ଷା Jio 5G ସ୍ପିଡ୍ ଅଧିକ