ଓଡିଶା

odisha

ETV Bharat / bharat

TOP NEWS 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS 9AM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9AM
TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Oct 30, 2022, 9:06 AM IST

Updated : Oct 30, 2022, 9:51 AM IST

1. ଦକ୍ଷିଣ କୋରିଆରେ ହାଲୋୱିନ ଉତ୍ସବରେ ଦଳଚକଟା: ୧୪୯ ମୃତ, ୧୫୦ ଆହତ

ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ହାଲୋୱିନ ଉତ୍ସବରେ ଦଳାଚକଟା ହୋଇ ୧୪୯ ଜଣଙ୍କ ମୃତ୍ୟୁ ହୋଇଛି ।

2. Mann Ki Baat: ଆଜି ପ୍ରଧାନମନ୍ତ୍ରୀଙ୍କ 94ତମ ମନ୍ କି ବାତ କାର୍ଯ୍ୟକ୍ରମ

94ତମ ମନ୍ କି ବାତ୍ ସଂସ୍କରଣରେ (94th edition of Mann Ki Baat) ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବେ ।

3. IAS Reshuffle: ଆଇଏଏସ ସ୍ତରରେ ଅଦଳବଦଳ, ଗୃହ ବିଭାଗ ସମ୍ଭାଳିବେ ଦେଓରଞ୍ଜନ ସିଂ

ଆସନ୍ତା 31 ତାରିଖରେ ଓଡିଶା କ୍ୟାଡରର 3 ବରିଷ୍ଠ ଆଇଏଏସ ଅଫିସର ଅବସର ନେବେ । ଏଥିପାଇଁ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ମୋଟ 6 ଜଣ ବରିଷ୍ଠ ଆଇଏଏସଙ୍କୁ ବିଭିନ୍ନ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

4. ଜମ୍ମୁ କାଶ୍ମୀର କିସ୍ତୱାରରେ ଭୂସ୍ଖଳନ, ପୋଲିସକର୍ମୀଙ୍କ ସମେତ ୪ ମୃତ

ଜମ୍ମୁ-କାଶ୍ମୀର କିସ୍ତୱାରରେ ଭୟଙ୍କର ଭୂସ୍ଖଳନ । ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଆହତ ।

5. ବିନା ପାସପୋର୍ଟ ଭିସାରେ ହରିଦ୍ବାରରେ ରହୁଥିବା ବାଂଲାଦେଶୀ ମହିଳାଙ୍କୁ ବାନ୍ଧିଲା ପୋଲିସ

ହରିଦ୍ୱାର କୋଟୱାଲୀରେ ଗିରଫ ହେଲେ ବାଂଲାଦେଶୀ ମହିଳ । ବିନା ପାସପୋର୍ଟ ଓ ଭିସାରେ କିଛି ମାସ ହେବ 3 ଶିଶୁଙ୍କ ସହ ରହୁଥିଲେ । ଗ୍ରାମବାସୀଙ୍କ ସୂଚନା ପରେ ଗିରଫ କଲା ପୋଲିସ (Bangladeshi woman arrested in Haridwar)।

6. ଭାରତ ଜମିରେ ବାଂଲାଦେଶୀ ଚାଷୀଙ୍କ ରାଜ, ସ୍ଥାନୀୟ ବୁଝାମଣାରେ ଚାଲିଛି ଚାଷକାର୍ଯ୍ୟ

ପଶ୍ଚିମବଙ୍ଗର କୁଚ୍ଛବିହାର ଅଞ୍ଚଳରେ ଭାରତୀୟ ଜମିରେ ଚାଷ କରୁଛନ୍ତି ବାଂଲାଦେଶୀ ଚାଷୀ । ବହୁ ବର୍ଷ ଧରି ଚାଲି ଆସୁଛି ଏହି ବେଆଇନ କାର୍ଯ୍ୟ ।

7. ଆକ୍ସନ ମୁଡରେ ପ୍ରଶାସନ, ସିଲ୍‌ ହେଲା 3ଟି ବେଆଇନ କ୍ଲିନିକ

ଜିଲ୍ଲା ପ୍ରଶାସନର ଆକ୍ସନ ମୁଡକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା । ପୂର୍ବରୁ 5T ବିଦ୍ୟାଳୟ, ମଧ୍ୟାହ୍ନ ଭୋଜନର ମାନ, ଅସାଧୁ କର୍ମଚାରୀଙ୍କ ଦରମା ବନ୍ଦ, ବାଲି ଚାଲାଣ ପରେ ଶନିବାର ତିନୋଟି ବେଆଇନ କ୍ଲିନିକକୁ ସିଲ କରିଛି ଜିଲ୍ଲା ପ୍ରଶାସନ ।

8. ଖାଲିପଡ଼ିିଲା ପିଜି ସିଟ୍, ନଭେମ୍ବର 1 ରୁ ନାମଲେଖା ପାଇଁ ଆବେଦନ

ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ପିଜିରେ ଖାଲିଥିବା ସିଟ୍‌ରେ ହେବ ନାମଲେଖା । ଆସନ୍ତା 1 ତାରିଖରୁ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।

9. ସୁରକ୍ଷାକର୍ମୀଙ୍କୁ ସଫଳତା, କୁସୁମପୁଟ ଓ କାଲିମେଳା ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରିରେ ସୁରକ୍ଷା କର୍ମୀଙ୍କୁ ବଡ ସଫଳତା । ଓଡିଶା ଓ ଆନ୍ଧ୍ର ସୀମାନ୍ତ ସ୍ବାଭିମାନ ଅଞ୍ଚଳ ଅନ୍ତର୍ଗତ କୁସୁମପୁଟ ଜଙ୍ଗଲ ସହ କାଲିମେଳା ଅଞ୍ଚଳର କିଛି ଜଙ୍ଗଲରୁ କୁମ୍ବିଂ ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।

10.Kaun Banega Crorepati: ଶୋ'ର ହଟ୍‌ସିଟରେ ସମ୍ବଲପୁରର ଝିଅ, ବିଗ ବିଙ୍କୁ ନେଇ କହିଲେ ଏମିତି

ଲୋକପ୍ରିୟ ଟେଲିଭିଜନ ଶୋ' କୌନ ବନେଗା କରୋଡ଼ପତିର ହଟସିଟରେ ସମ୍ବଲପୁରର ଝିଅ । ଆସନ୍ତା ୩୧ ଅକ୍ଟୋବର ଓ ନଭେମ୍ବର ୧ ତାରିଖରେ ସୋନି ଟିଭିରେ ହେବ ପ୍ରସାରିତ ।

Last Updated : Oct 30, 2022, 9:51 AM IST

ABOUT THE AUTHOR

...view details