ଓଡିଶା

odisha

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Aug 16, 2022, 1:16 PM IST

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ନଦୀକୁ ଖସିଲା ସେନା ବସ୍, 7 ଯବାନ ଶହୀଦ

ବ୍ରେକ୍ ଫେଲ୍ ହେବାରୁ ପହଲଗାମରେ ନଦୀକୁ ଖସିଲା ଆଇଟିବିପି ସୁରକ୍ଷାକର୍ମୀଙ୍କ ବସ୍ । ଦୁର୍ଘଟଣାରେ 7 ITBP ଯବାନ ଶହୀଦ ହୋଇଛନ୍ତି ।

2. ଛୋଟିପୋରାରେ ନାଗରିକଙ୍କ ଉପରେ ଆତଙ୍କବାଦୀଙ୍କ ଗୁଳିମାଡ଼, ଜଣେ ମୃତ

ଜମ୍ମୁକାଶ୍ମୀର ସୋପିଆନ ଜିଲ୍ଲା ଛୋଟିପୋରାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ନାଗରିକ ମୃତ ।

3. ବସ୍ ଟ୍ରଲର ମୁହାଁମୁହିଁ ଧକ୍କା, 10 ଆହତ

ଢେଙ୍କାନାଳ ସହର ଉପକଣ୍ଠ କଣ୍ଟେଇକୋଳିଆ ନିକଟରେ ଜଗନ୍ନାଥ ବସକୁ ଧକ୍କା ଦେଇଛି ଟ୍ରଲର । ବସରେ ଥିବା ୬0 ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି ।

4. ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା, 4ଘଣ୍ଟା ଦର୍ଶନ ବନ୍ଦ

ଆଜି ମହାପ୍ରଭୁଙ୍କ ଲାଗି ହେବ ରାହୁ ରେଖା । ଏ ନେଇ 4 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।

5. ପୁରୀ ଓ ନୟାଗଡରେ ବନ୍ୟା ମୁକାବିଲା, ଭୁବନେଶ୍ବରରୁ ବାହାରିଲା ୬ ଅଗ୍ନିଶମ ଟିମ୍

ପୁରୀ ଓ ନୟାଗଡରେ ବନ୍ୟା ପରିସ୍ଥିତି ମୁକାବିଲା ପାଇ ବାହାରିଛନ୍ତି ଅଗ୍ନିଶମର ୬ଟି ଟିମ । ପୁରୀ ଅଭିମୁଖେ ୨ଟି ଓ ନୟାଗଡ ଅଭିମୁଖେ ୪ଟି ଟିମ ବାହାରିଛନ୍ତି ।

6. ବନ୍ୟାପାଣିରେ ବୁଡିଗଲା କାର, ଗାଡି ଉପରେ ବିତିଲା 5 ଘଣ୍ଟା

କଟକରେ ବନ୍ୟା ପାଣିରେ ବୁଡିଗଲା କାର । ଗାଡି ଉପରେ 5 ଘଣ୍ଟା ବିତାଇଲେ ୪ ଯାତ୍ରୀ ।

7. କଟକ ଭଦିମୂଳରେ ପଶିଲା ବନ୍ୟାଜଳ, ପ୍ରଶାସନ ପହଞ୍ଚିନଥିବା ଅଭିଯୋଗ

କଲଗାଣ ବର୍ଷା ପରେ ହୀରାକୁଦର ଗେଟ୍‌ ଖୋଲିବା ପରେ ଫୁଲୁଛି ମହାନଦୀ Flood in Mahanadi ।

8. ବିପଦ ସଙ୍କେତ ଉପରେ ଦଳେଇ ଘାଇ

ଦଳେଇ ଘାଇ ନିକଟରେ ବିପଦ ସଙ୍କେତ ଟପିଲା ଦେବୀ ନଦୀ । ଆତଙ୍କିତ ଅବସ୍ଥାରେ ତଳିଆ ଅଞ୍ଚଳବାସୀ ।

9. ଇଡିଲି ବିକ୍ରିରୁ ଜଘନ୍ୟ ହତ୍ୟା, ମାଆ ସାମ୍ନାରେ ପୁଅକୁ ହାଣିଲେ ଦୁର୍ବୃତ୍ତ

ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ପରିସରରେ ଅଭାବନୀୟ ଘଟଣା । ଇଡିଲି ବିକ୍ରିକୁ କେନ୍ଦ୍ର କରି ମାଆ ସାମ୍ନାରେ ପୁଅକୁ ହତ୍ୟା କଲେ ଦୁର୍ବୃତ୍ତ ।

10. ମହାକାଶର 30 କିମି ଉପରେ ଉଡିଲା ତ୍ରିରଙ୍ଗା

ଜଳ, ସ୍ଥଳ କି ଆକାଶ ନୁହେଁ ମହାକାଶରେ ତ୍ରିରଙ୍ଗା ଉଡିଛି । ଏକ ସାଟେଲାଇଟ୍‌ ତ୍ରିରଙ୍ଗା ଉଡାଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

ABOUT THE AUTHOR

...view details