ଓଡିଶା

odisha

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

By

Published : Oct 29, 2022, 7:02 AM IST

Updated : Oct 29, 2022, 7:18 AM IST

ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକ ରେ ETV Bharat ଦେବ ପ୍ରମୁଖ ଖବର

etv bharat odisha news today
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • ଆଜିର ବଡ ଖବର
  • ଆଜି ପଦ୍ମପୁରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ଆଜି ବିଶ୍ବର ସର୍ବୋଚ୍ଚ ଶିବମୂର୍ତ୍ତିର ଲୋକାର୍ପଣ ହେବ
  • ଆଜି ମହାବାତ୍ୟାକୁ ପୂରିଲା 23 ବର୍ଷ
  • ଆଜି ସ୍ବାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଜନ୍ମ ଜୟନ୍ତୀ
  • ଆଜି ମସ୍ତିଷ୍କାଘାତ ଦିବସ
  • ଆଜି ଜାତୀୟ ଇଣ୍ଟରନେଟ ଦିବସ
  • ଆଜିଠୁ ବିଶ୍ବ ଜିମ୍ନାଷ୍ଟିକ ଚାମ୍ପିଅନସିପ୍
  • T20 ବିଶ୍ବକପ୍: ନ୍ୟୁଜିଲାଣ୍ଡକୁ ଭେଟିବ ଶ୍ରୀଲଙ୍କା
Last Updated : Oct 29, 2022, 7:18 AM IST

ABOUT THE AUTHOR

...view details