ଓଡିଶା

odisha

By

Published : Oct 27, 2022, 7:01 AM IST

Updated : Oct 27, 2022, 7:28 AM IST

ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

news today
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ଏସିଆନ ପ୍ରତିନିଧି ଦଳ ।
  • ଆଜି ଗୃହମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀ ।
  • ଆଜି ପ୍ରକାଶ ପାଇବ +3 ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ।
  • ଆଜିଠୁ ନବମ ସମ୍ମେଟିଭ-1 ପରୀକ୍ଷା ।
  • ଆଜି ଟ୍ବିଟର ଡିଲ ସମ୍ପୂର୍ଣ୍ଣ କରିପାରନ୍ତି ଏଲନ ମସ୍କ ।
  • T-20 WC: ଆଜି ଭାରତ-ନେଦରଲାଣ୍ଡସ ମୁକାବିଲା ।
  • ଆଜି ବେଙ୍ଗାଲୁରୁ-ଓଡିଶା ଏଫସି ଭେଟ । ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ ।
  • ଆଜିଠୁ ଅଲ ଓଡିଶା ସିନିୟର ବିଲିୟାର୍ଡ୍ସ ।
Last Updated : Oct 27, 2022, 7:28 AM IST

ABOUT THE AUTHOR

...view details