- ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
- ଆଜି ତୀବ୍ର ଅବପାତର ରୂପ ନେବ ବାତ୍ୟା ସିତ୍ରଙ୍ଗ ।
- ଆଜି ଅଯୋଧ୍ୟା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ।
- ଆଜି ଆୟୁର୍ବେଦ ଦିବସରେ ବିଜ୍ଞାନ ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ।
- ଆଜି ଧନତେରସ ।
- ଆଜି ଓଡିଶା ଐତିହ୍ୟ ପଦଯାତ୍ରା ।
- ଆଜି ହାଜତକୁ ଯିବ ବ୍ଲାକମେଲର ଅର୍ଚ୍ଚନା ନାଗ ସ୍ବାମୀ ଜଗବନ୍ଧୁ ।
- ଆଜି ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ ।
- T-20 WC,ଆଜି ଭାରତ-ପାକିସ୍ତାନ ମୁକାବିଲା ।
- ଆଇଏସଏଲ, ଆଜି କେରଳକୁ ଭେଟିବ ଓଡିଶା ।
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - ପ୍ରମୁଖ ଖବର
ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକ ରେ ETV Bharat ଦେବ ପ୍ରମୁଖ ଖବର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
Last Updated : Oct 23, 2022, 7:28 AM IST