ଶ୍ରୀନଗର: ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟର । ଗୁରୁବାର ସକାଳେ ଜାମ୍ମୁର ନାଗ୍ରୋଟ ଅଞ୍ଚଳର ବ୍ୟାନ ଟୋଲ ପ୍ଲାଜା ନିକଟରେ ଚାଲିଥିଲା ଏହି ଏନକାଉଣ୍ଟର । 4 ଆତଙ୍କବାଦୀ ନିପାତ ହୋଇଥିବା ଅଧିକାରୀ ପକ୍ଷରୁ ସୂଚନା ମିଳିଛି ।
ଜମ୍ମୁକାଶ୍ମୀରରେ ଏନକାଉଣ୍ଟର, 4 ଆତଙ୍କୀ ସଫା - ଜମ୍ମୁ ଏନକାଉଣ୍ଟର ଅପଡେଟ୍
ଗୁରୁବାର ସକାଳେ ଜାମ୍ମୁର ନାଗ୍ରୋଟ ଅଞ୍ଚଳର ବ୍ୟାନ ଟୋଲ ପ୍ଲାଜା ନିକଟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟର । 4 ଆତଙ୍କବାଦୀ ନିପାତ । ଅଧିକ ପଢନ୍ତୁ...
![ଜମ୍ମୁକାଶ୍ମୀରରେ ଏନକାଉଣ୍ଟର, 4 ଆତଙ୍କୀ ସଫା ଜମ୍ମୁରେ ଏନକାଉଣ୍ଟର](https://etvbharatimages.akamaized.net/etvbharat/prod-images/768-512-9587887-103-9587887-1605752007034.jpg)
ଜମ୍ମୁରେ ଏନକାଉଣ୍ଟର
ଜମ୍ମୁକାଶ୍ମୀରରେ ଏନକାଉଣ୍ଟର
ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏନକାଉଣ୍ଟରକୁ ନେଇ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥକୁ ବନ୍ଦ ରଖାଯାଇଛି । ନାଗ୍ରୋଟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Nov 19, 2020, 10:59 AM IST