ଡେରାଡୁନ:ଉତ୍ତରାଖଣ୍ଡର କୁନ୍ଦେଶ୍ବରୀ ଥାନା ଅନ୍ତର୍ଗତ ଦୁଇ ନମ୍ବର ଗାଁରେ ଭାରତୀୟ ସେନା ହେଲିକପ୍ଟରର ଜରୁରୀ ଅବତରଣ । ଯାନ୍ତ୍ରିକ ତ୍ରୁଟି କାରଣରୁ ହେଲିକପ୍ଟର ଚାଷଜମି ମଝିରେ ଅବତରଣ କରାଯାଇଥିଲା । ତେବେ ଏଥିରେ ଥିବା ସେନାର ସମସ୍ତ ଅଧିକାରୀ ସୁରକ୍ଷିତ ଥିବା ଜଣାପଡିଛି ।
Army Chopper Emergency Landing: ଗାଁ ରାସ୍ତାରେ ହେଲିକପ୍ଟରର ଜରୁରୀ ଅବତରଣ - ଯାନ୍ତ୍ରିକ ତ୍ରୁଟି କାରଣରୁ ଜରୁରୀ ସେନା ହେଲିକପ୍ଟରର ଅବତରଣ
ଉତ୍ତରାଖଣ୍ଡର କୁନ୍ଦେଶ୍ବରୀ ଥାନା ଅନ୍ତର୍ଗତ ଦୁଇ ନମ୍ବର ଗାଁରେ ସେନା ହେଲିକପ୍ଟର ଜରୁରୀ ଅବତରଣ । ଯାନ୍ତ୍ରିକ ତ୍ରୁଟି କାରଣରୁ ହେଲିକପ୍ଟର ଚାଷ ଜମି ମଝିରେ ଥିବା ରାସ୍ତାରେ ଅବତରଣ କରିଥିଲା । ଅଧିକ ପଢନ୍ତୁ
ଚାଷଜମି ମଝିରେ ସେନାର ହେଲିକପ୍ଟର ଅବତରଣ, ଯାନ୍ତ୍ରିକ ତ୍ରୁଟି କାରଣରୁ ଜରୁରୀ ଅବତରଣ
ଚାଷଜମି ମଝିରେ ସେନାର ହେଲିକପ୍ଟର ଅବତରଣ, ଯାନ୍ତ୍ରିକ ତ୍ରୁଟି କାରଣରୁ ଜରୁରୀ ଅବତରଣ
ସେହିପରି କିଛି ସମୟ ରହିବା ପରେ ପୁଣି ହେଲିକପ୍ଟରଟି ଉଡାଣ ଭରିଥିଲା । ଆଜି ଦିନ ୧୨.୩୦ ବେଳେ ଏହି ହେଲିକପ୍ଟରଟି ଜରୁରୀକାଳୀନ ଅବତରଣ କରିଥିବା ଜମିରେ କାମ କରୁଥିବା ଗାଁ ଲୋକେ କହିଛନ୍ତି । ଅନ୍ୟପଟେ ସେନାର ଏହି ହେଲିକପ୍ଟର ୧୫ ମିନିଟ୍ ପରେ ଅର୍ଥାତ୍ ଦିନ ୧୨.୪୫ରେ ଉଡାଣ ଆରମ୍ଭ କରିଥିଲା । ଏପଟେ ହେଲିକପ୍ଟପରକୁ ଦେଖିବା ଲାଗି ଗାଁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ