ଇମ୍ଫାଲ: ମଣିପୁର ବିଧାନସଭା ନିର୍ବାଚନ ପୂର୍ବ ନିର୍ଦ୍ଧାରିତ ତାରିଖରେ ପରିବର୍ତ୍ତନ କଲେ ନିର୍ବାଚନ ଆୟୋଗ । ଦୁଇଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ମଣିପୁରରେ ଉଭୟ ପର୍ଯ୍ୟାୟ ତାରିଖରେ ସଂଶୋଧନ କରି ନୂଆ ତାରିଖ ଘୋଷଣା କରାଯାଇଛି ।
Manipur poll: ବଦଳିଲା ମଣିପୁର ନିର୍ବାଚନ ତାରିଖ - ମଣିପୁର ନିର୍ବାଚନ ନୂଆ ତାରିଖ
ମଣିପୁର ବିଧାନସଭା ନିର୍ବାଚନ ତାରିଖରେ ପରିବର୍ତ୍ତନ କଲେ ନିର୍ବାଚନ ଆୟୋଗ । ପଢନ୍ତୁ ଅଧିକ
Manipur poll: ବଦଳିଲା ମଣିପୁର ନିର୍ବାଚନ ତାରିଖ
ପ୍ରଥମ ପର୍ଯ୍ୟାୟ ଭୋଟିଂ ଫେବୃଆରୀ 27 ତାରିଖରେ ଚୂଡାନ୍ତ ହୋଇଥିବାବେଳେ ତାହା ଗୋଟିଏ ଦିନ ପରେ ଅର୍ଥାତ ୨୮ ତାରିଖରେ ହେବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ମାର୍ଚ୍ଚ 3 ପରିବର୍ତ୍ତେ ମାର୍ଚ୍ଚ ୫ ତାରିଖରେ ହେବା ନେଇ ପୁନଃସୂଚୀ ସ୍ଥିର କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ