ଓଡିଶା

odisha

ETV Bharat / bharat

ଆସୁଛି ବାତ୍ୟା ୟାସ, 25 ଟ୍ରେନ ବାତିଲ

ବାତ୍ୟାକୁ ନେଇ ସୁରକ୍ଷା ଦୃଷ୍ଟିରୁ ଅନେକ ଟ୍ରେନ ବାତିଲ କରିଛି ଭାରତୀୟ ରେଳ ବିଭାଗ । 25 ଟ୍ରେନକୁ ବାତିଲ କରାଯାଇଛି । 24ରୁ 29 ମେ ପର୍ଯ୍ୟନ୍ତ ଏହି ସବୁ ଟ୍ରେନ ଚଳାଚଳ ବନ୍ଦ ରହିବ । ଅଧିକ ପଢନ୍ତୁ...

By

Published : May 23, 2021, 7:38 PM IST

ଆସୁଛି ବାତ୍ୟା ୟାସ, 25 ଟ୍ରେନ ବାତିଲ
ଆସୁଛି ବାତ୍ୟା ୟାସ, 25 ଟ୍ରେନ ବାତିଲ

ନୂଆଦିଲ୍ଲୀ: ବାତ୍ୟା ତାଉତେ ପରେ ଏବେ ପୂର୍ବ ଭାରତରେ ମାଡି ଆସୁଛି ୟାସ । 26 ମେରେ ବାତ୍ୟା ୟାସ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ରହିଛି । ତେବେ ବାତ୍ୟାକୁ ନେଇ ସୁରକ୍ଷା ଦୃଷ୍ଟିରୁ ଅନେକ ଟ୍ରେନ ବାତିଲ କରିଛି ଭାରତୀୟ ରେଳ ବିଭାଗ ।

ପୂର୍ବତଟ ରେଳବାଇ ପକ୍ଷରୁ 25 ଟ୍ରେନକୁ ବାତିଲ କରାଯାଇଛି । 24ରୁ 29 ମେ ପର୍ଯ୍ୟନ୍ତ ଏହି ସବୁ ଟ୍ରେନ ଚଳାଚଳ ବନ୍ଦ ରହିବ ।

ମେ 24ରୁ ବାତିଲ ଏହି ସବୁ ଟ୍ରେନ

  • 02510- ଗୌହାଟୀ-ବେଙ୍ଗାଲୁରୁ କ୍ୟାଣ୍ଟ -24 ଏବଂ 25 ମେ
  • 05228- ମୁଜାଫରପୁର-ଯଶୋବନ୍ତପୁର-ମେ 24
  • 02643-ଏର୍ନାକୁଲମ୍-ପାଟନା -24 ଏବଂ 25 ମେ
  • 05930- ନ୍ୟୁ ତିନସୁକିଆ-ତାମ୍ବ୍ରମ - ମେ 24
  • 02254-ଭାଗଲପୁର-ଯଶୋବନ୍ତପୁର -26 ମେ
  • 02376- ଜସିଡିହ-ତାମ୍ବ୍ରମ - ମେ 26
  • 02507-ତ୍ରିଭେନ୍ଦ୍ରମ ସେଣ୍ଟ୍ରାଲ୍-ସିଲଚର୍ -25 ମେ
  • 02552-କାମାକ୍ଷା-ଯଶୋବନ୍ତପୁର -26 ମେ
  • 02611- MGR ଚେନ୍ନାଇ ସେଣ୍ଟ୍ରାଲ-ନ୍ୟୁ ଜଲପାଇଗୁଡି -26 ମେ
  • 08419- ପୁରୀ-ଜୟନଗର -27 ମେ

ABOUT THE AUTHOR

...view details