ଓଡିଶା

odisha

ETV Bharat / bharat

ଆସାମରେ ପୁଣି ଭୂମିକମ୍ପ ଝଟକା - ଆସାମରେ ପୁଣି ଭୂମିକମ୍ପ ଝଟକା

ଆସାମରେ ପୁଣି ଭୂମିକମ୍ପ ଝଟକା ,ରିକ୍ଟର ସ୍କେଲରେ 3.2 ତିବ୍ରତା ରହିଛି । ଏନେଇ ଜାତୀୟ ସେସମୋଲଜି ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

earthquqck magnitude 3.2 hit Sonitpur  in assam
ଆସାମରେ ପୁଣି ଭୂମିକମ୍ପ ଝଟକା

By

Published : Apr 30, 2021, 8:02 PM IST

ଗୌହାଟୀ: ଆସାମରେ ପୁଣି ଭୂମିକମ୍ପ । ଶୁକ୍ରବାର ସନ୍ଧ୍ୟାରେ ପୁଣି ଭୂମିକମ୍ପ ଅନୁଭୁତ ହୋଇଛି । ଏନେଇ ଜାତୀୟ ସେସମୋଲଜି ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି ।

ଶୁକ୍ରବାର ଆସାମର ସନିତପୁରରେ ସନ୍ଧ୍ୟା 6.27 ସମୟରେ 3.2 ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛନ୍ତି । ଏହା ପୂର୍ବରୁ ଶୁକ୍ରବାର 4.49 ମିନିଟ ସମୟରେ ମଧ୍ୟ ଏହି ଅଞ୍ଚଳରେ 3.5 ତୀବ୍ରତାର ଭୂମିକମ୍ପ ହୋଇଥିଲା ।

@ANI

ABOUT THE AUTHOR

...view details