ଦିସପୁର: ଆସାମରେ ଭୂକମ୍ପ ଝଟକା । ଆସାମର ତେଜପୁରରେ ଆଜି ସକାଳ ୧୦ଟା ୧୯ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୭ ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ଦିଆଯାଇଛି ।
ଆସାମ ତେଜପୁରରେ ଭୂକମ୍ପ ଝଟକା - ଭୂକମ୍ପ
ଆସାମର ତେଜପୁରରେ ଆଜି ସକାଳ ୧୦ଟା ୧୯ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୭ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...
ଆସାମ ତେଜପୁରରେ ଭୂକମ୍ପ ଝଟକା
ଭୂକମ୍ପର ଗଭୀରତା ୨୫ କିଲୋମିଟର ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ତେଜପୁରର 44 କିଲୋମିଟର ପଶ୍ଚିମ, ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ । ଏହାର ଅକ୍ଷାଂଶ ୨୬. ୫୯ ହୋଇଥିବାବେଳେ ଦ୍ରାଘିମା ୯୨.୪୪ ରହିଛି । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଏହାପୂର୍ବରୁ ମଧ୍ୟ ୩.୮ ତିବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।
@ANI