ଶିମଲା:ଭୂକମ୍ଫ ଝଟକାରେ ଥରିଲା ହିମାଞ୍ଚଳ ପ୍ରଦେଶ । ଶୁକ୍ରବାର ସକାଳ ସମୟ ପାଖାପାଖି 3 ଟାରେ ହିମାଚଳ ପ୍ରଦେଶର କାଙ୍ଗାର ଅଞ୍ଚଳରେ ଭୂକମ୍ଫ ଅନୁଭୂତ ହୋଇଛି । ରିକ୍ଚର ସ୍କେଲରେ ଏହାର ତୀବ୍ରତା 3.5 ରେକର୍ଡ ହୋଇଛି ।
ହିମାଚଳ ପ୍ରଦେଶରେ 3.5 ତୀବ୍ରତାର ଭୂକମ୍ଫ - ହିମାଞ୍ଚଳ ପ୍ରଦେଶ ଖବର
ଶୁକ୍ରବାର ସକାଳ ସମୟ ପାଖାପାଖି 3 ଟାରେ ହିମାଚଳ ପ୍ରଦେଶର କାଙ୍ଗାର ଅଞ୍ଚଳରେ 3.5 ତୀବ୍ରତାର ଭୂକମ୍ଫ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ
3.5 ତୀବ୍ରତାର ଭୂକମ୍ଫ
ଶୁକ୍ରବାର ହିମାଚଳ ପ୍ରଦେଶର କାଙ୍ଗାର ଅଞ୍ଚଳରେ 3.5 ତିବ୍ରତାର ଭୂକମ୍ଫ ଅନୁଭୂତ ହୋଇଛି । ଏନେଇ ନ୍ୟାସନାଲ ସେସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି ।ଭୂକମ୍ପରେ କିଛି କ୍ଷୟକ୍ଷତି ହୋଇନାହିଁ । ଭୂକମ୍ଫରେ ପରେ ଲୋକମାନେ ଭୟବିତ ହୋଇଯାଇଥିବା ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ