ଓଡିଶା

odisha

ETV Bharat / bharat

ଲେହରେ ୪.୨ ତୀବ୍ରତାର ଭୂକମ୍ପ ଝଟକା - Leh

ଲେହର ଆଲଚିରେ ଭୂକମ୍ପ । ରିକ୍ଟର ସ୍କେଲରେ ୪.୨ ତିବ୍ରତା । ଭୟଭୀତ ଲୋକେ । ଅଧିକ ପଢନ୍ତୁ...

ଲେହରେ ୪.୨ ତିବ୍ରତାର ଭୂକମ୍ପ ଝଟକା
ଲେହରେ ୪.୨ ତିବ୍ରତାର ଭୂକମ୍ପ ଝଟକା

By

Published : Sep 13, 2021, 12:23 PM IST

ଲେହ:ଜମ୍ମୁ କାଶ୍ମୀର ଲେହରେ ଭୂକମ୍ପ ଝଟକା । ଆଜି ଲେହର ଆଲଚିରେ ୪.୨ ତିବ୍ରତାର ଭୂକମ୍ପ ହୋଇଥିବା ଜଣାପଡିଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଆଜି ସକାଳ ୯ଟା ୯ଟା ୧୬ ମିନିଟ ସମୟରେ ଆଲଚି ଠାରୁ ୮୯ କିଲୋମିଟରେ ଦୂରରେ ସୃଷ୍ଟି ହୋଇଥିଲା ଭୂକମ୍ପ । ଏହାର ଅକ୍ଷାଂଶ ୩୩.୬୫ ହୋଇଥିବା ବେଳେ ଦ୍ରାଘିମା ୭୬.୫୦ ରହିଛି । ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

@ANI

For All Latest Updates

ABOUT THE AUTHOR

...view details