କୋହିମା: ନାଗାଲାଣ୍ଡରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଆଜି ସକାଳେ ସମୟରେ ନାଗାଲାଣ୍ଡରେ ରିକ୍ଟର ସ୍କେଲରେ 4.2 ମ୍ୟାଗ୍ନିଟ୍ୟୁଟର ଭୂକମ୍ପ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ନାଗାଲାଣ୍ଡରେ ଭୂକମ୍ପ ଝଟକା ଅନୁଭୂତ - ମୋକୋକଚଙ୍ଗ ଭୂକମ୍ପ
ନାଗାଲାଣ୍ଡରେ ଭୂକମ୍ପ ଝଟକା । 4.2 ମ୍ୟାଗ୍ନିଟ୍ୟୁଟର ଭୂକମ୍ପ ହୋଇଥିବା ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା । ଅଧିକ ପଢନ୍ତୁ...
ନାଗାଲାଣ୍ଡରେ ଭୂକମ୍ପ ଝଟକା ଅନୁଭୂତ
ଭୂକମ୍ପ ମୋକୋକଚଙ୍ଗର 74 କିଲୋମିଟର ପୂର୍ବରେ ସକାଳ 5ଟା ସମୟରେ ଅନୂଭୁତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ 81 କିଲୋମିଟର ଗଭୀରରେ ଅବସ୍ଥିତ । ତେବେ ଏଥିରେ କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ମିଳିପାରିନାହିଁ ।
@ANI