ଆଇଜୋଲ: ମିଜୋରାମରେ ଭୂକମ୍ପ ଝଟକା । ଆଜି ସକାଳେ 9:3ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ମିଜୋରାମ ଲୁଙ୍ଗଲେଇରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ନ୍ୟାସନାଲ ସେଣ୍ଟରଫର ସେସମୋଲୋଜି ତରଫରୁ ସୂଚନା ମିଳିଛି ।
ମିଜୋରାମରେ ଭୂକମ୍ପ ଝଟକା - ନ୍ୟାସନାଲ ସେଣ୍ଟରଫର ସେସମୋଲୋଜି
ମିଜୋରାମରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା 3.7 ମ୍ୟାଗ୍ନିଟ୍ୟୁଡ ରେକର୍ଡ । ଅଧିକ ପଢନ୍ତୁ...
ମିଜୋରାମରେ ଭୂକମ୍ପ ଝଟକା
ରିକ୍ଟର ସ୍କେଲରେ ତୀବ୍ରତା 3.7 ମ୍ୟାଗ୍ନିଟ୍ୟୁଡ ରେକର୍ଡ କରାଯାଇଛି । ତେବେ ଏଥିରେ କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ ।
@ANI