ଲେହ:ଲଦାଖରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଆଜି ଦିନ 11 ଟା 2 ମିନିଟ୍ ସମୟରେ ଏହି ଭୂକମ୍ପ ଝଟକା ଅନୁଭୁତ ହୋଇଥିଲା ।
ଲଦାଖରେ ଭୂକମ୍ପ ଝଟକା, ରିକ୍ଚର ସ୍କେଲରେ ତୀବ୍ରତା 4.2 - ଭୂକମ୍ପ
ଲଦାଖରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.2 ରହିଥିବା ସୂଚନା । ଅଧିକ ପଢନ୍ତୁ...
![ଲଦାଖରେ ଭୂକମ୍ପ ଝଟକା, ରିକ୍ଚର ସ୍କେଲରେ ତୀବ୍ରତା 4.2 ଲଦାଖରେ ଭୂକମ୍ପ ଝଟକା](https://etvbharatimages.akamaized.net/etvbharat/prod-images/768-512-11838296-thumbnail-3x2-p.jpg)
ଲଦାଖରେ ଭୂକମ୍ପ ଝଟକା
ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.2 ରହିଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ମିଳିଛି । ତେବେ ଏଥିରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିପାରିନାହିଁ ।
@ANI