ଦିସପୁର:ଆସାମର ତେଜପୁରରେ ଭୂକମ୍ପ ଝଟକା । ଆଜି ସକାଳେ ରିକ୍ଟର ସ୍କେଲରେ 3.8 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ହୋଇଥିବା ଜଣା ପଡିଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ଦିଆଯାଇଛି ।
ତେଜପୁରରେ ଭୂକମ୍ପ ଝଟକା - ଆସାମ ଭୂକମ୍ପ
ଆସାମର ତେଜପୁରରେ 3.8 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଝଟକା । ଅଧିକ ପଢନ୍ତୁ...
ଆସାମର ତେଜପୁରରେ ଭୂକମ୍ପ ଝଟକା
24 କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ତେଜପୁରର 44 କିଲୋମିଟର ପଶ୍ଚିମରେ ଅବସ୍ଥିତ। ତେବେ ଏହାପୂର୍ବରୁ ରବିବାର ଅପରାହ୍ନରେ ରିକ୍ଟର ସ୍କେଲରେ 4.1 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ତେଜପୁର ଜିଲ୍ଲାରେ ଅନୁଭୂତ ହୋଇଥିଲା ।
@ANI