ନୂଆଦିଲ୍ଲୀ:ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନୀ ବ୍ଲିଙ୍କେନଙ୍କ ସହ କଥା ହେଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର (EAM Jaishankar spoke with Antony Blinken)। 26/11 ଆତଙ୍କବାଦୀ ଆକ୍ରମଣ ଘଟଣାରେ ବ୍ଲିଙ୍କେନ ସ୍ପଷ୍ଟ ଆତଙ୍କବାଦ ବିରୋଧୀ ବାର୍ତ୍ତା ଦେଇଥିବାରୁ ଜୟଶଙ୍କର ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନୀ ବ୍ଲିଙ୍କେନଙ୍କ ସହ କଥାହେଲେ ଜୟଶଙ୍କର - ଆମେରିକା ପ୍ରତିପକ୍ଷଙ୍କ ସହ କଥା ହେଲେ ଜୟଶଙ୍କର
ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନୀ ବ୍ଲିଙ୍କେନଙ୍କ ସହ କଥା ହେଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ଆତଙ୍କବାଦ ବିରୋଧୀ ସ୍ପଷ୍ଟ ଆଭିମୁଖ୍ୟ ପାଇଁ ଦେଲେ ଧନ୍ୟବାଦ (EAM Jaishankar spoke with Antony Blinken)। ଆଲୋଚନାରେ ସ୍ଥାନ ପାଇଲା ଦ୍ବିପାକ୍ଷିକ ସମ୍ପର୍କ ସହ ୟୁକ୍ରେନ ସ୍ଥିତିର ସାମ୍ପ୍ରତିକ କ୍ରମବିକାଶଃ । ଅଧିକ ପଢନ୍ତୁ
ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନୀ ବିଲକେନଙ୍କ ସହ କଥା ହେଲେ ଜୟଶଙ୍କର
ସେହିପରି ଉଭୟ ନେତାଙ୍କ ମଧ୍ୟରେ ବର୍ତ୍ତମାନ ଜାରି ରହିଥିବା ୟୁକ୍ରେନ-ଋଷ ଯୁଦ୍ଧ ଓ ସାମ୍ପ୍ରତିକ କ୍ରମବିକାଶଃ ସମେତ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ସମେତ ଅନ୍ୟାନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ମଧ୍ୟ ଆଲୋଚନା ହୋଇଛି । ଆଜିର ଆଲୋଚନା ସମ୍ପର୍କରେ ନିଜେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ କରି ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ