ନୂଆଦିଲ୍ଲୀ:କୋରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ନେଇ ସାରା ଦେଶରେ ଭୟ ବଢିବାରେ ଲାଗିଥିବା ବେଳେ ଦେଶକୁ ସମ୍ବୋଧିତ କରି ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ 3 ରୁ 15-18 ବର୍ଷ ବୟସ୍କଙ୍କ ଟୀକାକରଣ ଆରମ୍ଭ ହେବାକୁ ଯାଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସେହିପରି ଚିକିତ୍ସା ସେବାରେ ନିୟୋଜିତ ଥିବା କର୍ମଚାରୀ ଏବଂ ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ ଜାନୁୟାରୀ 10 ରୁ ବୁଷ୍ଟର ଡୋଜ ମାତ୍ରା ଦିଆଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି (precaution dose jabs for frontline workers) ।