ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ସିନ୍ଧେଙ୍କ ଗୋଷ୍ଠୀରେ ଥିବା 16 ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଉପ ବାଚସ୍ପତି ନୋଟିସ ପଠାଇଛନ୍ତି । ଏହି ବିଧାୟକମାନଙ୍କୁ କାହିଁକି ଅଯୋଗ୍ୟ ଘୋଷଣା କରାଯିବ ନାହିଁ, ସେ ନେଇ ଉତ୍ତର ରଖିବା ପାଇଁ ନୋଟିସରେ ଦର୍ଶାଇଛନ୍ତି ବାଚସ୍ପତି ।
Maharashtra crisis: 16 ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନୋଟିସ ଜାରି କଲେ ଉପବାଚସ୍ପତି - ମହାରାଷ୍ଟ୍ର ଖବର
ମହାରାଷ୍ଟ୍ର ସଙ୍କଟରେ ନୂଆ ମୋଡ । 16 ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ନୋଟିସ ଜାରି କଲେ ଉପ ବାଚସ୍ପତି । ଗୌହାଟୀରେ ଅଛନ୍ତି ବିଦ୍ରୋହୀ ବିଧାୟକ । ଅଧିକ ପଢନ୍ତୁ
Maharashtra crisis: 16 ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ଉପବାଚସ୍ପତି
ଏହି ବିଧାୟକମାନେ ବର୍ତ୍ତମାନ ମୁମ୍ବାଇ ଛାଡି ଗୌହାଟୀରେ ରହିଛନ୍ତି । ଆସନ୍ତାକାଲି (ସୋମବାର) ଅପରାହ୍ନ 5.30 ସୁଦ୍ଧା ବିଧାୟକମାନଙ୍କୁ ନୋଟିସର ଉତ୍ତର ଦାଖଲ କରିବାକୁ ମଧ୍ୟ ଉପ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଉପବାଚସ୍ପତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jun 25, 2022, 5:26 PM IST