ନୂଆଦିଲ୍ଲୀ:ରବର୍ଟ ଭଦ୍ରାଙ୍କ ଚାଲାଣ କାଟିଲା ଦିଲ୍ଲୀ ପୋଲିସ । ବିପଦପୂର୍ଣ୍ଣ ଗାଡି ଚଳାଇବା ନେଇ କଂଗ୍ରେସ ସଭାପତି ସେନିଆ ଗାନ୍ଧୀଙ୍କ ଜ୍ବାଇଁଙ୍କୁ ଚାଲାଣ କାଟିଛି ଦିଲ୍ଲୀ ପୋଲିସ ।
ଦିଲ୍ଲୀ ପୋଲିସର ସୂଚନାଅନୁସାରେ, ବିପଦପୂର୍ଣ୍ଣ ଗାଡି ଚାଳନା ପାଇଁ ବୁଧବାର ରବର୍ଟ ଭଦ୍ରା ତାଙ୍କ ଅଫିସ ଯିବା ସମୟରେ ତାଙ୍କଠାରୁ ଚାଲାଣ କାଟିଛି ପୋଲିସ । ପରିବହନ ପରିଚାଳନା ନିୟମ ଅନୁଯାୟୀ ଧାରା 184 ଅଧୀନରେ ତାଙ୍କଠାରୁ ଚାଲାଣ କଟାଯାଇଛି ।