ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ସମ୍ପୃକ୍ତି ନେଇ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ମିଳିଲା ଜାମିନ । କଡକଡଡୁମା କୋର୍ଟ ଅଭିଯୁକ୍ତ ଉମର ଖାଲିଦଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦିଲ୍ଲୀ ହିଂସା ଘଟଣାରେ ଉମର ଖାଲିଦକୁ 14 ସେପ୍ଟେମ୍ବରରେ ଦିଲ୍ଲୀ ପୋଲିସ ଦ୍ବାରା ଗିରଫ କରାଯାଇଥିଲା।
ଉମର ଖାଲିଦକୁ ମିଳିଲା ଜାମିନ
ଦିଲ୍ଲୀ ହିଂସା ଘଟଣାରେ ସମ୍ପୃକ୍ତି ନେଇ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ମିଳିଲା ଜାମିନ । ଅଧିକ ପଢନ୍ତୁ...
ଉମର ଖାଲିଦକୁ ମିଳିଲା ଜାମିନ
ବିରୋଧରେ UAPA ଆଧାରରେ ମାମଲା ଚାଲିବ ବୋଲି କୁହାଯାଇଥିଲା । ଏନେଇ ଉଭୟ ଦିଲ୍ଲୀ ସରକାର ଓ ଗୃହମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ଦିଲ୍ଲୀ ହିଂସା ମାମଲାରେ ଉମର ଖାଲିଦକୁ ଗିରଫ କରିଥିଲା ପୋଲିସ ।