ଲକ୍ଷ୍ନୌ : କୋରୋନାର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରବିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକୁ ଏପ୍ରିଲ 30 ପର୍ଯ୍ୟନ୍ତ ବନ୍ଦ ରହିବ । ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ବନ୍ଦ ରହିବ ।
ୟୁପିର ସମସ୍ତ ଶିକ୍ଷାନୁଷ୍ଠାନ ଏପ୍ରିଲ 30 ଯାଏଁ ବନ୍ଦ: ଘୁଞ୍ଚିଲା ପରୀକ୍ଷା ତାରିଖ - up education
ଉତ୍ତରପ୍ରଦେଶରେ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକୁ ଏପ୍ରିଲ 30 ପର୍ଯ୍ୟନ୍ତ ବନ୍ଦ ରହିବ । ଏଥିସହିତ ସମସ୍ତ କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ । ଅଧିକ ପଢନ୍ତୁ...
ୟୁପିର ସମସ୍ତ ଶିକ୍ଷାନୁଷ୍ଠାନ ଏପ୍ରିଲ 30 ଯାଏଁ ବନ୍ଦ: ଘୁଞ୍ଚିଲା ପରୀକ୍ଷା ତାରିଖ
ଏଥିସହିତ ସମସ୍ତ କୋଚିଂ ସେଣ୍ଟର ମଧ୍ୟ ବନ୍ଦ ରହିବ । ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଗୁଡିକ ମଧ୍ୟ ଘୁଞ୍ଚିବାର ସମ୍ଭାବନା ରହିଛି । ଶିକ୍ଷକ ଏବଂ ଅନ୍ୟ ଷ୍ଟାଫମାନେ ଆବଶ୍ୟକତା ଅନୁସାରେ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ