ଓଡିଶା

odisha

ETV Bharat / bharat

ଦୁର୍ନୀତି ଅଭିଯୋଗ ପରେ ଦାୟିତ୍ବରୁ ହଟିଲେ ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀ - ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ଦୁର୍ନୀତି ଅଭିଯୋଗ ପରେ ଆକ୍ସନ ମୁଡରେ ମୁଖ୍ୟମନ୍ତ୍ରୀ କେସିଆର । ଜମି ହଡପ ଅଭିଯୋଗ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦାୟିତ୍ବରୁ ହଟାଇ ନିଜ ଅଧିନକୁ ନେଲେ ଅତିରିକ୍ତ ଦାୟିତ୍ବ । ଅଧିକ ପଢନ୍ତୁ...

ତେଲେଙ୍ଗାନାର ସ୍ବାସ୍ଥ୍ୟ ପୋର୍ଟଫୋଲିଓ ନିଜ ଅଧିନକୁ ଆଣିଲେ ମୁ୍ଖ୍ୟମନ୍ତ୍ରୀ କେସିଆର
ତେଲେଙ୍ଗାନାର ସ୍ବାସ୍ଥ୍ୟ ପୋର୍ଟଫୋଲିଓ ନିଜ ଅଧିନକୁ ଆଣିଲେ ମୁ୍ଖ୍ୟମନ୍ତ୍ରୀ କେସିଆରତେଲେଙ୍ଗାନାର ସ୍ବାସ୍ଥ୍ୟ ପୋର୍ଟଫୋଲିଓ ନିଜ ଅଧିନକୁ ଆଣିଲେ ମୁ୍ଖ୍ୟମନ୍ତ୍ରୀ କେସିଆରତେଲେଙ୍ଗାନାର ସ୍ବାସ୍ଥ୍ୟ ପୋର୍ଟଫୋଲିଓ ନିଜ ଅଧିନକୁ ଆଣିଲେ ମୁ୍ଖ୍ୟମନ୍ତ୍ରୀ କେସିଆର

By

Published : May 1, 2021, 3:36 PM IST

Updated : May 1, 2021, 6:06 PM IST

ହାଇଦ୍ରାବାଦ: ଦୁର୍ନୀତି ଅଭିଯୋଗରେ ଫସିଲେ ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀ ଏତଲା ରାଜେନ୍ଦ୍ର । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଜମି ହଡପ ଅଭିଯୋଗ ପରେ ତାଙ୍କୁ ଦାୟିତ୍ବରୁ ହଟାଇଲେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ରାଜେନ୍ଦ୍ରଙ୍କୁ ଦାୟିତ୍ବରୁ ହଟାଇ ନିଜ ଅଧିନରେ ସ୍ବାସ୍ଥ୍ୟ ବିଭାଗ ରଖିଲେ ମୁଖ୍ୟମନ୍ତ୍ରୀ । ତେବେ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟପାଳଙ୍କୁ ଏନେଇ ଅନୁରୋଧ କରାଯାଇଥିଲା ।

ଦୁର୍ନୀତି ଅଭିଯୋଗ ପରେ ଦାୟିତ୍ବରୁ ହଟିଲେ ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀ

ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ଅନୁମୋଦନ ଦେବା ସହ ସ୍ବାସ୍ଥ୍ୟ ବଭାଗକୁ ମୁଖ୍ୟମନ୍ତ୍ରୀଙ୍କ ଅଧୀନକୁ ଆଣିବାକୁ ଅନୁମତି ଦେଇଛନ୍ତି । ଏନେଇ ରାଜଭବନ ପକ୍ଷରୁ ଏକ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 1, 2021, 6:06 PM IST

ABOUT THE AUTHOR

...view details