ଓଡିଶା

odisha

By

Published : Jan 6, 2021, 6:23 PM IST

ETV Bharat / bharat

ପଞ୍ଜାବରେ 307 ଧାରା ପ୍ରତ୍ୟାହାର କରି ବଦଳିଲେ ଅଧିକାରୀ

କୃଷକ ଆନ୍ଦୋଳନରେ ପଞ୍ଜାବର କିଛି ସ୍ଥାନରେ ଲାଗିଥିବା 307 ଧାରାକୁ ପ୍ରତ୍ୟାହାର କରିଥିବା ଅଧିକାରୀଙ୍କୁ ଅନ୍ୟତ୍ର ବଦଳି ନିର୍ଦ୍ଦେଶ । ପଢନ୍ତୁ ଅଧିକ....

ପଞ୍ଜାବରେ 370 ଧାରା ପ୍ରତ୍ୟାହାର କରି ବଦଳି ହେଲେ ଅଧିକାରୀ
ପଞ୍ଜାବରେ 370 ଧାରା ପ୍ରତ୍ୟାହାର କରି ବଦଳି ହେଲେ ଅଧିକାରୀ

ଚଣ୍ତିଗଡ:କୃଷକ ଆନ୍ଦୋଳନରେ ପଞ୍ଜାବର କିଛି ସ୍ଥାନରେ ଲାଗିଥିବା 307 ଧାରାକୁ ପ୍ରତ୍ୟାହାର କରିଥିବା ଅଧିକାରୀଙ୍କୁ ଅନ୍ୟତ୍ର ବଦଳି ନିର୍ଦ୍ଦେଶ । ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ଗତ କିଛିମାସ ଧରି ପଞ୍ଜାବରେ ଲାଗି ରହିଥିବା କୃଷକ ଆନ୍ଦୋଳନରେ ବିଜେପି ନେତା ତ୍ରିକସନ ସୁଦଙ୍କ ଘର ଉପରେ ଗୋବର ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଥିଲା । ପରେ ଘଟଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ 307 ଧାରା ଲାଗୁ କରାଯାଇଥିଲା ।

ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉକ୍ତ 307 ଧାରାକୁ ପ୍ରତ୍ୟାହାର କରାଯାଇଥିଲା । ଏହି ଘଟଣାରେ ପଞ୍ଜାବ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଜଣେ ଏସଏଚଓ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details