ଓଡିଶା

odisha

ETV Bharat / bharat

ବ୍ୟାରିକେଡ୍ ଭାଙ୍ଗିଲେ ଚାଷୀ, ପୋଲିସର ଟିଅର ଗ୍ୟାସ ପ୍ରୟୋଗ - Clash between farmers and police

ଦେଶ 72 ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଜାତୀୟ ରାଜଧାନୀରେ ପୋଲିସ ଓ କୃଷକଙ୍କ ମଧ୍ୟରେ ଧସ୍ତାଧସ୍ତି। ପାଲୱାଲ ସୀମାରେ ଚାଷୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଅଧିକ ପଢନ୍ତୁ...

ପାଲୱାଲ ସୀମାରେ ଚାଷୀ ଓ ପୋଲିସ ଧସ୍ତାଧସ୍ତି
ପାଲୱାଲ ସୀମାରେ ଚାଷୀ ଓ ପୋଲିସ ଧସ୍ତାଧସ୍ତି

By

Published : Jan 26, 2021, 10:41 AM IST

Updated : Jan 26, 2021, 11:03 AM IST

ନୂଆଦିଲ୍ଲୀ: ଦେଶ 72 ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଜାତୀୟ ରାଜଧାନୀରେ ପୋଲିସ ଓ କୃଷକଙ୍କ ମଧ୍ୟରେ ଧସ୍ତାଧସ୍ତି। ବ୍ୟାରିକେଡ୍ ଭାଙ୍ଗି ଚାଷୀ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସର ଲୁହବୁହା ଗ୍ୟାସ ପ୍ରୟୋଗ।

ବ୍ୟାରିକେଡ୍ ଭାଙ୍ଗିଲେ ଚାଷୀ, ପୋଲିସର ଟିଅର ଗ୍ୟାସ ପ୍ରୟୋଗ

ତେବେ ଆଜି ଆନ୍ଦୋଳନ ରତ କୃଷକଙ୍କୁ ଟ୍ରାକ୍ଟର ରାଲି ପାଇଁ ଅନୁମତି ଦେଇଛି ଦିଲ୍ଲୀ ପୋଲିସ। ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ରାଲିରେ 5 ହଜାର ଟ୍ରାକ୍ଟର ସହ 5 ହଜାର ଚାଷୀ ଯୋଗ ଦେବେ। ଏହା ପୂର୍ବରୁ ପାଲୱାଲ ସୀମାରେ ଚାଷୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି।

Last Updated : Jan 26, 2021, 11:03 AM IST

ABOUT THE AUTHOR

...view details