ଓଡିଶା

odisha

ETV Bharat / bharat

ତିରୁମାଲା ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ଦର୍ଶନ କଲେ ଜଷ୍ଟିସ ଏନ.ଭି ରମନ୍ନା - ତିରୁମାଲା ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର

ତିରୁମାଲା ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ପରିଦର୍ଶନ କଲେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା । ଅଧିକ ପଢନ୍ତୁ...

ତିରୁମାଲା ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ଦର୍ଶନ କଲେ ଜଷ୍ଟିସ ଏନ.ଭି. ରମନ୍ନା
ତିରୁମାଲା ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ଦର୍ଶନ କଲେ ଜଷ୍ଟିସ ଏନ.ଭି. ରମନ୍ନା

By

Published : Jun 11, 2021, 12:31 PM IST

ଅମରାବତୀ:ଆଜି ଆନ୍ଧ୍ରାର ତିରୁମାଲା ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ପରିଦର୍ଶନ କରିଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ୟ ରମନ୍ନା ଓ ତାଙ୍କ ପତ୍ନୀ । ଥିରୁମୁଳ ତିରୁପତି ଦେବସ୍ଥାନମର ଅତିରିକ୍ତ ଇଓ ଧର୍ମା ରେଡ୍ଡୀ, CVSO ଗୋପୀନାଥ ରେଡ୍ଡୀ ମନ୍ଦିର ବାହାରେ ଦମ୍ପତିଙ୍କୁ ସ୍ବାଗତ କରିଥିଲେ ।

ତିରୁମାଲା ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ଦର୍ଶନ କଲେ ଜଷ୍ଟିସ ଏନ.ଭି. ରମନ୍ନା

ଥିରୁମାଲା ମନ୍ଦିରର ମୁଖ୍ୟ ପୁରୋହିତ ଭେନୁଗୋପାଲ ଦୀକ୍ଷିତ ଇସ୍ତିକାଫାଲ ସମାରୋହରେ ଜଷ୍ଟିସ ଏନ.ଭି. ରମନ୍ନା ଦମ୍ପତିଙ୍କୁ ସ୍ବାଗତ କରିବା ପରେ ବେଦ ମନ୍ତ୍ର ସହିତ ସେମାନଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ତେବେ ଦର୍ଶନ କରିବା ପରେ ମୁଁ ନ୍ୟାୟ ବ୍ୟବସ୍ଥାକୁ ସର୍ବୋଚ୍ଚସ୍ତରକୁ ନେବାକୁ ଚେଷ୍ଟାକରିବି ବୋଲି କହିଛନ୍ତି CJI ଜଷ୍ଟିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details