ଜୟପୁର: ଯୋଧପୁରରେ ପାକିସ୍ତାନରୁ ବିସ୍ଥାପିତ ହୋଇଥିବା ଲୋକଙ୍କୁ କୋଭିଡ ଟିକା ପ୍ରଦାନ କରାଯାଇଛି । ପାସପୋର୍ଟ ଯାଞ୍ଚ କରାଯିବା ପରେ ସେମାନଙ୍କୁ ଟୀକାକରଣରେ ସାମିଲ କରାଯାଇଛି । ଟିକା ନେବାପରେ ସେମାନେ ଭାରତ ସରକାର, ରାଜସ୍ଥାନ ସରକାର ଓ ସ୍ଥାନୀୟ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ।
ରାଜସ୍ଥାନରେ ଟିକା ନେଲେ ପାକିସ୍ତାନରୁ ବିସ୍ଥାପିତ ନାଗରିକ - rajasthan govt
ଯୋଧପୁରରେ ଟିକାନେଲେ ପାକିସ୍ତାନରୁ ବିସ୍ଥାପିତ ହୋଇ ରାଜସ୍ଥାନ ଆସିଥିବା ନାଗରିକ । ପାସପୋର୍ଟ ଦେଖାଇ ନେଲେ ଟିକା । ଅଧିକ ପଢନ୍ତୁ...
ରାଜସ୍ଥାନରେ ଟୀକା ନେଲେ ପାକିସ୍ତାନରୁ ବିସ୍ତାପିତ ନାଗରିକ
କିଛି ପରିବାର ପାକିସ୍ତାନରୁ ବିସ୍ଥାପିତ ହୋଇ ରାଜସ୍ଥାନରେ ପହଞ୍ଚିଥିଲେ । ଗତକିଛି ମାସ ହେବ ସେମାନେ ଏହି ଠାରେ ହିଁ ବସବାସ କରି ଆସୁଛନ୍ତି । ତେବେ ଟୀକାକରଣରେ ସାମିଲ ହେବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହୋଇଥିବାବେଳେ ସେମାନଙ୍କ ଆଧାର କାର୍ଡ ନଥିବା ଯୋଗୁ ଟିକାକରଣରେ ସାମିଲ ହେବା ନେଇ ବିଳମ୍ବ ହୋଇଥିଲା । ଆଜି ସେମାନଙ୍କ ପାସପୋର୍ଟ ଯାଞ୍ଚ ପରେ ସେମାନଙ୍କୁ ଟୀକାକରଣରେ ସାମିଲ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jun 13, 2021, 11:51 AM IST