ଓଡିଶା

odisha

ETV Bharat / bharat

30 ମିନିଟ ପରେ ମାଟି ତଳୁ ଜୀବନ୍ତ ଉଦ୍ଧାର ହେଲା ଶିଶୁ - katihar, bihar

30 ମିନିଟ ପରେ ମାଟି ତଳୁ ଜୀବନ୍ତ ଉଦ୍ଧାର ହେଲା ଶିଶୁ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବିହାର କଟିହାର ଜିଲ୍ଲା ଆଜାମନଗର ବ୍ଲକ ଅଞ୍ଚଳର ଫାରସାଡାଙ୍ଗି ଗାଁରେ। ଅଧିକ ପଢନ୍ତୁ...

30 ମିନିଟ ପରେ ମାଟି ତଳୁ ଜୀବନ୍ତ ଉଦ୍ଧାର ହେଲା ଶିଶୁ
30 ମିନିଟ ପରେ ମାଟି ତଳୁ ଜୀବନ୍ତ ଉଦ୍ଧାର ହେଲା ଶିଶୁ

By

Published : Jul 4, 2021, 11:48 AM IST

ପାଟଣା: କଥାରେ ଅଛି ‘ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ।’ 30 ମିନିଟ ପରେ ମାଟି ତଳୁ ଜୀବନ୍ତ ଉଦ୍ଧାର ହେଲା ଶିଶୁ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବିହାର କଟିହାର ଜିଲ୍ଲା ଆଜାମନଗର ବ୍ଲକ ଅଞ୍ଚଳର ଫାରସାଡାଙ୍ଗି ଗାଁରେ।

30 ମିନିଟ ପରେ ମାଟି ତଳୁ ଜୀବନ୍ତ ଉଦ୍ଧାର ହେଲା ଶିଶୁ

ସୂଚନାମୁତାବକ, ସେହି ଗାଁରେ ରାସ୍ତା ନିର୍ମାଣ ଚାଲିଥିବା ନେଇ ମାଟି ଖୋଳା ଯାଇଥିଲା । ଯେଉଁଠିକି ଅନେକ ପିଲା ଖେଳିବାକୁ ଯାଇଥିଲେ । ଖେଳୁ ଖେଳୁ ସମୟରେ ହଠାତ୍ ମାଟି ଅତଡ଼ା ଖସିଯିବାରୁ ଗୋଟିଏ ଶିଶୁ 6 ଫୁଟ ଗଭୀର ଗର୍ତ୍ତରେ ପୋତି ହୋଇଗଲା । ଖବରପାଇ ଆଖପାଖର ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ଏବଂ ପ୍ରାୟ 30 ମିନିଟର ପରିଶ୍ରମ ପରେ ପିଲାଟିକୁ ଜୀବନ୍ତ ମାଟି ଭିତରୁ ବାହାରକୁ ଅଣାଯାଇଥିଲା । ଏହା ଦେଖି ସ୍ଥାନୀୟ ଲୋକମାନେ ଏହାକୁ ଈଶ୍ବରଙ୍କ ଚମତ୍କାର ବୋଲି କହିଛନ୍ତି ।

ତେବେ ଉଦ୍ଧାର ଶିଶୁଟି ସ୍ଥାନୀୟ କୃଷକ ଗୁଜର ରାୟଙ୍କ ସାନପୁଅ ବିଜୟ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details