ଓଡିଶା

odisha

By

Published : Apr 4, 2021, 9:30 PM IST

Updated : Apr 5, 2021, 6:48 AM IST

ETV Bharat / bharat

ଆହତ ଯବାନଙ୍କୁ ଭେଟିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ଛତିଶଗଡ ସୁକମା ନକ୍ସଲ ହମଲାରେ ଆହତ 31 ଯବାନଙ୍କୁ ଡାକ୍ତରଖାନାରେ ଭେଟିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ଆହତ ଯବାନଙ୍କୁ ଭେଟିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ
ଆହତ ଯବାନଙ୍କୁ ଭେଟିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ରାୟପୁର: ଆହତ ଯବାନଙ୍କୁ ଡାକ୍ତରଖାନାରେ ଭେଟିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ । ଗତକାଲି ଛତିଶଗଡ ସୁକମା ନକ୍ସଲ ହମଲାରେ ଆହତ ହୋଇଥିବା 31 ସିଆରପିଏଫ ଏବଂ ଡିଆରଜି ଯବାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି ।

ସୂଚନା ଅନୁଯାୟୀ ଆଜି(ରବିବାର) ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆଜି(ରବିବାର) ରାମକ୍ରିଷ୍ଣ କେୟାର ହସ୍ପିଟାଲରେ ଆହତ ଯବାନଙ୍କୁ ଭେଟିଛନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ତେବେ ଗତକାଲି ନକ୍ସଲ ଛତିଶଗଡ ସୁକମା ବିଜାପୁରରେ ଏକ ବଡଧରଣର ହମଲା କରିଥିଲେ । ଏନେଇ ଆଜି ରିପୋର୍ଟ ଆସିବା ପରେ ଏହି ହମଲାରେ 22 ଜଣ ଯବାନ ସହିଦ ହୋଇଥିବାବେଳେ 31 ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ମୁଖ୍ୟମନ୍ତ୍ରୀ ଡାକ୍ତରଖାନାରେ ଭେଟିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

@ANI

Last Updated : Apr 5, 2021, 6:48 AM IST

ABOUT THE AUTHOR

...view details